ନୁଆପଡା ଉପ-ନିର୍ବାଚନ: ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ କୋମନାରେ ପ୍ରଚାର କରିବେ ବିଜେଡି ସଭାପତି ନବୀନ…
ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନୂଆପଡା ଉପନିର୍ବାଚନ ପାଇଁ କୋମନାରେ ପ୍ରଚାର କରିବେ । ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଭୋଟ ଲୋଡିବେ ବିରୋଧୀ ଦଳ ନେତା । ଏକ ଭିଡିଓ ବାର୍ତ୍ତାରେ, ପଟ୍ଟନାୟକ ନଭେମ୍ବର 3 ତାରିଖରେ…