ଓଡ଼ିଶାରୁ ଚାଉଳ ସଂଗ୍ରହ କୋଟାର ୮୦ ଭାଗ କାଟିଲା କେନ୍ଦ୍ର, ଚାଷୀଙ୍କ ପ୍ରତି ଅବହେଳାକୁ ବରଦାସ୍ତ କରାଯିବନି କହିଲା…
ବରଗଡ଼(କେନ୍ୟୁଜ୍) : ଚାଷୀଙ୍କ ପ୍ରତି ଅବହେଳାକୁ ବରଦାସ୍ତ କରାଯିବନି। କେନ୍ଦ୍ରର ଅବହେଳା ନେଇ ପ୍ରେସ୍ମିଟରେ ବର୍ଷିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ। ଓଡ଼ିଶା ଏକ କୃଷକ ବହୁଳ ରାଜ୍ୟ। କିନ୍ତୁ ଧାନ ସଂଗ୍ରହ ବାବଦକୁ କେନ୍ଦ୍ର ବଜେଟ୍ରେ କଟିଲା ୨୦ ହଜାର କୋଟି ଟଙ୍କା।…