Browsing Tag

Bjd rally

ରାଲି ବେଳେ ବିଜେଡି କର୍ମୀଙ୍କ ଉପରେ ଗାଡ଼ି ଚଢାଇବାକୁ ଉଦ୍ୟମ ଅଭିଯୋଗ

ଯାଜପୁର (କେନ୍ୟୁଜ୍‌): ବିଜେଡି ରାଲି ବେଳେ କର୍ମୀମାନଙ୍କ ଉପରେ ଗାଡ଼ି ଚଢାଇବାକୁ ଉଦ୍ୟମ । ଯାଜପୁର ଜିଲ୍ଲା ଧର୍ମଶାଳା ଠାରେ ବିଜେଡି କର୍ମୀଙ୍କ ଉପରେ ଗାଡ଼ି ଚଢାଇବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ରାଲି ଯାଉଥିବା ବେଳେ ଏକ ସ୍କର୍ପିଓ ଏକାଧିକ ବାଇକକୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି ।…