ଭୁଲ୍ ବହି ଛପା ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ନବୀନ, କହିଲେ, ଉତ୍ତରଦାୟୀ କିଏ ହେବ ?
ଭୁବନେଶ୍ୱର : ଭୁଲ୍ ବହି ଛପା ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ନବୀନ । କହିଲେ , ବହି ପ୍ରତି ଶିଶୁର ଅଗାଧ ବିଶ୍ୱାସ । ବିଦ୍ୟାଳୟର ପୁସ୍ତକ କେବଳ ଏକ ବହି ନୁହେଁ, ପ୍ରତ୍ୟେକ ଶିଶୁ ପାଇଁ ଏହା ସତ୍ୟ ଓ ତଥ୍ୟ ସହ ପରିଚିତ ହେବାର ପ୍ରଥମ ମାଧ୍ୟମ। ଶିଶୁଟିଏ ଅନେକ କଥାକୁ ପ୍ରଶ୍ନ କରିପାରେ,…