Browsing Tag

bjd targets

ଆବାସ ଯୋଜନାକୁ ନେଇ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ମୁହଁରେ ମିଛ କୁହାଇଲା ରାଜ୍ୟ ବିଜେପି: ବିଜେଡି

ଭୁବନେଶ୍ୱର (କେନ୍ୟୁଜ): ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ମୁହଁରେ ମିଛ କୁହାଇଲା ରାଜ୍ୟ ବିଜେପି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଛ କୁହାଇ ଓଡ଼ିଶାକୁ ଭ୍ରମିତ କରିଛନ୍ତି । PMAY ଯୋଜନାରେ ଓଡିଶାର ଆଉ ୭ଲକ୍ଷ ହିତାଧିକାରୀ ବଞ୍ଚିତ ଅଛନ୍ତି । ଓଡ଼ିଶାକୁ ଯେତେବେଳ ୧୫ ଲକ୍ଷ ଆବାସ ଆବଶ୍ୟକ…