ବ୍ରଜରାଜନଗରରେ ବିପୁଳ ବ୍ଯବଧାନରେ ବିଜେଡିର ବିଜୟ: ୬୫,୭୯୧ ଖଣ୍ଡ ଭୋଟରେ ବାଜି ମାରିଲେ ଅଳକା ମହାନ୍ତି
ଝରସୁଗୁଡ଼ା (କେନ୍ୟୁଜ୍): ଆସିଲା ବ୍ରଜରାଜନଗର ଉପନିର୍ବାଚନର ଫଳାଫଳ। ବଡ ବ୍ଯବଧାନରେ ବାଜି ମାରିଲା ବିଜେଡି। ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ପିନ୍ଧିଲେ ବିଜୟୀ ମୁକୁଟ। ୬୫,୭୯୧ ଖଣ୍ଡ ଭୋଟରେ ଜିତିଲା ବିଜେଡି। ଦ୍ବିତୀୟ ସ୍ଥାନରେ କଂଗ୍ରେସ୍ ରହିଥିବାବେଳେ, ତୃତୀୟ ସ୍ଥାନରେ ରହିଛି…