Browsing Tag

BJD worker

ବିଧାନସଭା ସମ୍ମୁଖରେ ବିଜେଡିର ଜୋରଦାର ବିକ୍ଷୋଭ, ବ୍ୟାରିକେଡ ଭାଙ୍ଗିଲେ କର୍ମୀ

ଭୁବନେଶ୍ୱର : ବିଧାନସଭା ସମ୍ମୁଖରେ ବିଜେଡିର ଜୋରଦାର ବିକ୍ଷୋଭ ।  ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରିବା ଅଭିଯୋଗରେ ବିଧାନସଭା ଘେରାଉ କରିଛି ବିଜେଡି । ଲୋୟର ପିଏମଜିରେ ବିଜେଡିର ବରିଷ୍ଠ ନେତା ଓ ପଞ୍ଚାୟତ ପ୍ରତିନିଧି ମାନେ ଏକାଠି ହୋଇ ପ୍ରଥମ…

ଲୋୟର ପିଏମଜିରେ ବ୍ୟାରିକେଟ ଭାଙ୍ଗିଲେ ବିଜେଡି କର୍ମୀ, ପାଣି ପରେ ଟିୟର ଗ୍ୟାସ ମାଡ଼ କଲା ପୋଲିସ

ଭୁବନେଶ୍ୱର : ରଣକ୍ଷେତ୍ର ପାଲଟିଲା ଭୁବନେଶ୍ବର ଲୋୟର ପିଏମଜି । ବିଜେଡି କର୍ମୀ - ପୋଲିସ ମୁହାଁମୁହିଁ । ଆନ୍ଦୋଳନକାରୀଙ୍କ ଉପରକୁ ପାଣି ଓ ଟିୟର ଗ୍ୟାସ ମାଡ କରିଛି ପୋଲିସ । ବିଜେଡିର କିଛି ନେତା ଓ କର୍ମୀଙ୍କୁ ଉଠାଇନେଇଛି କମିଶନରେଟ ପୋଲିସ । ପ୍ରଣବ ପ୍ରକାଶ ଦାସଙ୍କ ସହ ଅନେକ ବରିଷ୍ଠ…