Browsing Tag

bjd

ପଦ୍ମ ଛାଡ଼ି ଶଙ୍ଖ ଫୁଙ୍କିଲେ ଭୃଗୁ ବକ୍ସିପାତ୍ର, ବିଧିବଦ୍ଧ ଭାବେ ବିଜେଡ଼ିରେ ହେଲେ ସାମିଲ

ଭୁବନେଶ୍ୱର (କେନ୍ୟୁଜ): ଶଙ୍ଖ ଫୁଙ୍କିଲେ ଭୃଗୁ ବକ୍ସିପାତ୍ର । ବିଜେପି ଛାଡ଼ିବା ପରେ ନିଜର ସମର୍ଥକଙ୍କ ସହ ସେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜେଡିରେ ମିଶିଛନ୍ତି । ବିଜେଡିରେ ସାମିଲ ହେବା ପରେ…

ଆଜି ଆସିପାରେ ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଫୋକସରେ ରହିଛି ଫାଇଭ୍ ‘ବି’

ଭୁବନେଶ୍ୱର (କେନ୍ୟୁଜ): ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ନେଇ ମାନସମନ୍ଥନ ।  ଆଜି କିମ୍ବା ଆସନ୍ତାକାଲି ବିଜେଡି ଘୋଷଣା କରିପାରେ ପ୍ରାର୍ଥୀ ତାଲିକା ।  ପ୍ରଥମ ପର୍ଯ୍ୟାୟରେ ୧୫ ସାଂସଦ ପ୍ରାର୍ଥୀଙ୍କ ନାଁ ଘୋଷଣା ସରିଛି । ବାକି ରହିଛି ଆଉ ୬ ଲୋକସଭା ଓ ୭୫ ବିଧାନସଭା ଆସନ ।…

ସବୁ କଳ୍ପନା ଜଳ୍ପନାର ଅନ୍ତ, ବିଜେଡିରୁ ଇସ୍ତଫା ଦେଲେ ସାଂସଦ ଅନୁଭବ ମହାନ୍ତି

ଭୁବନେଶ୍ୱର (କେନ୍ୟୁଜ): ବିଜେଡି ଛାଡ଼ିଲେ ସାଂସଦ ଅନୁଭବ ମହାନ୍ତି  । ଆଜି ସେ ଇସ୍ତଫା ଦେଇଛନ୍ତି  । କେନ୍ଦ୍ରାପଡ଼ାରୁ ସାଂସଦ ଅଛନ୍ତି ଅନୁଭବ  । ୨୦୧୯ରେ ପ୍ରଥମ ଥର ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ତାପୂର୍ବରୁ ରାଜ୍ୟସଭା ସଦସ୍ୟ ଥିଲେ ଅନୁଭବ ମହାନ୍ତି ।  ପାରିବାରିକ ବିବାଦରେ ଛନ୍ଦି…

ବଡ଼ ବିଜୟ ପାଇଁ ବିଜେଡିର ବଡ଼ ପ୍ଲାନ, ୨୪ ନିର୍ବାଚନରେ ନୂଆ କୀର୍ତ୍ତିମାନ ପାଇଁ ଯୋଜନା

ଭୁବନେଶ୍ୱର (କେନ୍ୟୁଜ): ବଡ଼ ବିଜୟ ପାଇଁ ବିଜେଡିର ବଡ଼ ପ୍ଲାନ । ୨୪ ନିର୍ବାଚନରେ ନୂଆ କୀର୍ତ୍ତିମାନ ପାଇଁ ଯୋଜନା। ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ନବୀନଙ୍କ ବିଜୟ ମନ୍ତ୍ର । ନିର୍ବାଚନ ମଣ୍ଡଳୀରେ ସମନ୍ବୟ ରଖି କାର୍ଯ୍ୟ କରିବା ପାଇଁ କହିଛନ୍ତି । ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ…

ବିଜେଡିରେ ୩ ନୂଆ ମୁହଁ , ମଇଦାନକୁ ଓହ୍ଲାଉଛନ୍ତି ସୁନୀଲ ମହାନ୍ତି, ଅବିନାଶ ସାମଲ, ରଞ୍ଜିତା ସାହୁ

ପୁରୀ (କେନ୍ୟୁଜ୍‌) : ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏଥରକ ରୋଚକ ଲଢେଇ ଦେଖିବାକୁ ମିଳିବ । ବିଜେଡି ଜଣେ ନୂଆ ଚେହେରାଙ୍କୁ ଏଥର ପୁରୀ ଆସନ ପାଇଁ ଟିକେଟ ଦେଇଛି । ଦିବଙ୍ଗତ ବିଧାୟକ ମହେଶ୍ବର ମହାନ୍ତିଙ୍କ ପୁଅ ସୁନୀଲ ମହାନ୍ତି ଏଥରକ ବିଜେଡି ତରଫରୁ ପୁରୀ ବିଧାନସଭାରେ ଲଢିବେ । ୨୦୧୯…

ବିଜେଡିର ପ୍ରଥମ ପର୍ଯ୍ୟାୟ ତାଲିକାରେ ୧୨ ମହିଳା

ଭୁବନେଶ୍ୱର(କେନ୍ୟୁଜ୍‌) : ବିଜେଡିର ପ୍ରଥମ ପର୍ଯ୍ୟାୟ ତାଲିକାରେ ଅଛନ୍ତି ୧୨ ଜଣ ମହିଳା । ଘୋଷଣା ତାଲିକାରେ ଏମାନଙ୍କ ସଂଖ୍ୟା ୧୫ ପ୍ରତିଶତ । ପୁଣି ବିଞ୍ଝାରପୁରରୁ ପ୍ରମିଳା ମଲ୍ଲିକ, ବିଜେପୁରରୁ ରୀତା ସାହୁ ଓ ଟିଟିଲାଗଡ଼ରୁ ଲଢ଼ିବେ ଟୁକୁନି ସାହୁ । କବିସୂର୍ଯ୍ୟନଗର ବିଧାୟିକା ଲତିକା…

ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ଘୋଷଣା, କନ୍ଧମାଳରୁ ଲଢିବେ ଡ. ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ୍‌): ଲୋକସଭା ପାଇଁ ଯୋଦ୍ଧା ତୟାର କଲା ବିଜେଡି । ଦୁଇଟି ପର୍ଯ୍ୟାୟରେ ୧୫ ଆସନ ପାଇଁ ଘୋଷଣା ହେଲା ତାଲିକା । ୩ ସାଂସଦଙ୍କ ଟିକେଟ୍ ବଜାୟ ରହିଛି। ଡ.ଅଚ୍ୟୁତ ସାମନ୍ତ, ଶର୍ମିଷ୍ଠା ସେଠୀ, ରାଜଶ୍ରୀ ମଲ୍ଲିକଙ୍କୁ ପୁଣି ପ୍ରାର୍ଥୀ କରିଛି ଦଳ । ସମ୍ବଲପୁରରୁ ପ୍ରଣବ ପ୍ରକାଶ…

ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହେଲେ ମନ୍ମଥ ରାଉତରାୟ, ଜଟଣୀ ଆସନରୁ ଲଢିବା ନେଇ ଚର୍ଚ୍ଚା

ଭୁବନେଶ୍ୱର (କେନ୍ୟୁଜ): ଶଙ୍ଖ ଭବନରେ ସୁରଙ୍କ ସାନ ପୁଅ। ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହେଲେ ମନ୍ମଥ ରାଉତରାୟ । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡି ସାଂସଦ ମାନସ ମଙ୍ଗରାଜ, ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ, ସାଂସଦ ସସ୍ମିତ ପାତ୍ର, ସୁଲତା ଦେଓ ପ୍ରମୁଖ ଉପସ୍ଥିତ…

ବିଭିନ୍ନ ପଦପଦବୀ ପାଇଁ ବିଜେଡିରେ ନୂଆ ନିଯୁକ୍ତି

ଭୁବନେଶ୍ୱର(କେନ୍ୟୁଜ୍‌): ବିଭିନ୍ନ ଜିଲ୍ଲା ପାଇଁ ବିଜେଡିର ନୂଆ ନିଯୁକ୍ତି । ରଞ୍ଜନ କୁମାର ସାହୁଙ୍କୁ ଦେବଗଡ଼ ଜିଲ୍ଲା ସହ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ପବିତ୍ର ଭୁତିଆଙ୍କୁ ଦେବଗଡ଼ ବିଧାନସଭା ଆସନ ପାଇଁ ବିଧାନସଭା କ୍ଷେତ୍ର ସଂଯୋଜକ ଭାବେ ମିଳିଛି ନିଯୁକ୍ତି । ଯୋଗେଶ ଚନ୍ଦ୍ର…

ଆଗାମୀ ନିର୍ବାଚନ ପାଇଁ ବିଜେଡିର ବଡ଼ ଲକ୍ଷ୍ୟ ୭୫ ପ୍ରତିଶତ ଆସନରେ ଜିତିବା

ଭୁବନେଶ୍ୱର : ଆଗାମୀ ନିର୍ବାଚନ ପାଇଁ ବିଜେଡିର ଦୁଇଟି ବଡ଼ ଲକ୍ଷ୍ୟ। ପ୍ରଥମ, ୭୫ ପ୍ରତିଶତ ଆସନରେ ଜିତିବା। ଦ୍ବିତୀୟ, ନିର୍ବାଚନ ପରେ ରାଷ୍ଟ୍ର ଗଠନ ପାଇଁ ସହଭାଗୀ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସହ ମିଶି ଜନ କଲ୍ୟାଣ ପାଇଁ ବିଜେଡି କାର୍ଯ୍ୟ କରିବ। ଆଜି ଏହାକୁ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ…

୧୫ ବର୍ଷ ପରେ ଫେରିବ ମେଣ୍ଟ ! ବରିଷ୍ଠ ନେତାଙ୍କ ସହ ଆଲୋଚନା କଲେ ସୁପ୍ରିମୋ ନବୀନ

ଭୁବନେଶ୍ୱର(କେନ୍ୟୁଜ୍‌) : ବିଜେଡି-ବିଜେପି ମେଣ୍ଟ ସମ୍ଭାବନା ବଢ଼ିଲା । ୧୫ ବର୍ଷ ପରେ ପୁଣି ଦୁଇ ଦଳ ଏକାଠି ନିର୍ବାଚନ ଲଢ଼ିବା ନେଇ ଫୁଲଦମରେ କସରତ । ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଆଲୋଚନା କରିଛନ୍ତି । ବୈଠକକୁ ୨୦ରୁ ଅଧିକ ବରିଷ୍ଠ ନେତା…

ବାପାଙ୍କ ଗଡ଼ରେ ବୁଲୁଛନ୍ତି ଅରବିନ୍ଦ, ବିଜେଡିରେ ମିଶିବା ନେଇ ଜୋର୍‌ଧରିଛି ଚର୍ଚ୍ଚା

କେନ୍ଦ୍ରପଡ଼ା(କେନ୍ୟୁଜ୍‌): ଖୁବଶୀଘ୍ର ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ବିଜେଡିରେ ମିଶିବା ନେଇ ଚର୍ଚ୍ଚା । ବର୍ଷେ ହେଲାଣି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି ଅରବିନ୍ଦ ମହାପାତ୍ର। ବାପାଙ୍କ ଗଡ଼ରେ ବୁଲୁଛନ୍ତି ଅରବିନ୍ଦ । ପାଟକୁରାରେ ଯୋଡୁଛନ୍ତି ଜନସମ୍ପର୍କ । ନିଜ ଦମରେ…