ଆସନ୍ତା ୧୪ରେ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ, ହୋଇପାରେ କିଛି ବଡ଼ ନିଷ୍ପତ୍ତି
ଆସନ୍ତା ୧୪ରେ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବସିବାକୁ ଯାଉଛି। ଆଗକୁ ପାର୍ଟିର ପ୍ରତିଷ୍ଠା ଦିବସ ରହିଛି। ତା ପୂର୍ବରୁ ରାଜ୍ୟ କାର୍ଯ୍ୟକାରଣୀ ବୈଠକ ବସିବାକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ଗତ ୨୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ…