ନୟାଗଡ଼ରେ ବିଜେପିର ବନ୍ଦ ପାଳନ ବେଳେ ଉତ୍ତେଜନା: ପୋଲିସ-ବିଜେପି ମୁହାଁମୁହିଁ
ନୟାଗଡ଼(କେନ୍ୟୁଜ୍): ନୟାଗଡ଼ରେ ବିଜେପିର ବନ୍ଦ ପାଳନ ବେଳେ ଉତ୍ତେଜନା । ପୋଲିସ-ବିଜେପି ମୁହାଁମୁହିଁ । ଦଶପଲ୍ଲାରେ ପୋଲିସ ସହ ବିଜେପି କର୍ମୀଙ୍କ ଧସ୍ତାଧସ୍ତି ହୋଇଛି । ଏହି ଘଟଣାରେ ୮ଜଣ ବିଜେପି କର୍ମୀଙ୍କୁ ଗିରଫ କରିଛି ପୋଲିସ । ଦଶପଲ୍ଲା ଥାନା ଅଞ୍ଚଳରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା…