ପୀତବାସ ପଣ୍ଡା ହତ୍ୟା ମାମଲା, ଦିନେ ଦୁଇ ଦିନ ଭିତରେ ହତ୍ୟାକାଣ୍ଡର ଖୁଲାସା ହେବ : ଆଇଜି
ବ୍ରହ୍ମପୁର: ବ୍ରହ୍ମପୁରର ବହୁଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ମାମଲାରେ ବଡ ଅପଡେଟ୍ । ଦିନେ ଦୁଇ ଦିନ ଭିତରେ ହତ୍ୟାକାଣ୍ଡ ଖୁଲାସା ହେବ କହିଲେ ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର । ପୋଲିସ ସହିଦ ଦିବସରେ ଯୋଗଦେବା ଅବସରରେ ସେ ଏହି ସୂଚନା ଦେଇଛନ୍ତି । ଏବେ ପୋଲିସ ୧୦ ଜଣଙ୍କୁ ଅଟକ ରଖି ଜେରା…