Browsing Tag

bjp mps and mlas

୧୭ ଜଣ ସାଂସଦଙ୍କୁ ମିଳିବ ରତ୍ନ ପୁରସ୍କାର, ସମ୍ମାନିତ ହେବେ ସାଂସଦ ପ୍ରବୀଣ ପଟେଲ ଏବଂ ରବି କିଷାନ

ନାଗରିକ ସମାଜ ପକ୍ଷରୁ ୨୦୨୫ ବର୍ଷ ପାଇଁ ସଂସଦରେ ଉଲ୍ଲେଖନୀୟ ଯୋଗଦାନ ଦେଇଥିବା ରତ୍ନ ପୁରସ୍କାର ସାରା ଦେଶର ୧୭ ଜଣ ସାଂସଦ ଏବଂ ଦୁଇଟି ସଂସଦୀୟ କମିଟିକୁ ପ୍ରଦାନ କରାଯିବ ।  ଏହି ସମ୍ମାନିତ ବ୍ୟକ୍ତିଙ୍କ ମଧ୍ୟରେ ଉତ୍ତରପ୍ରଦେଶର ଫୁଲପୁର ଲୋକସଭା ଆସନରୁ ବିଜେପି ସାଂସଦ ପ୍ରବୀଣ ପଟେଲ ଏବଂ…

ଆଜିଠୁ ପୁରୀରେ ବିଜେପିର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର, ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ଜେପି ନଡ୍ଡା

ପୁରୀ: ଆଜିଠୁ ପୁରୀରେ ବିଜେପିର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର । ବିଜେପି ବିଧାୟକ ଓ ସାଂସଦଙ୍କୁ ଗୁରୁମନ୍ତ୍ର ଦେବେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଗତକାଲି ସେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଭାବେ ରାଜ୍ୟରେ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ କରିଥିଲେ । ଆଜି ବିଜେପି ଅଧ୍ୟକ୍ଷ ଭାବେ…