ବାଲେଶ୍ଵର ଏସଡିଜେଏମଙ୍କ କୋର୍ଟରେ ମନମୋହନ ସାମଲ, ରାଜା ଚକ୍ରର ଓକିଲଙ୍କ ନାଁରେ ମାନହାନୀ ମକଦ୍ଦମା କଲେ ଦାୟର
ବାଲେଶ୍ଵର: ବାଲେଶ୍ଵର ଏସଡିଜେଏମଙ୍କ କୋର୍ଟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ରାଜା ଚକ୍ରଙ୍କ ଓକିଲଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାଏର କରିଛନ୍ତି । ୧ କୋଟି ତିନି ଲକ୍ଷ ଟଙ୍କା ଷ୍ଟେଟ ହେଡଙ୍କ ଆକାଉଣ୍ଟକୁ ଯାଇଥିବା ନେଇ ରାଜା ଚକ୍ରଙ୍କ ଓକିଲ ମନ୍ତବ୍ୟ ଦେଇଥିଲେ । ଏହା ବିରୋଧରେ…