ବିହାରରେ ଭାଙ୍ଗିଲା ଜେଡିୟୁ-ବିଜେପି ମେଣ୍ଟ,ପୁଣି ଫେରିପାରେ ମହାଗଠବନ୍ଧନ ସରକାର
କେନ୍ୟୁଜ୍(ବ୍ୟୁରୋ): ବିହାରରେ ଭାଙ୍ଗିଲା ଜେଡିୟୁ-ବିଜେପି ମେଣ୍ଟ । ଜେଡିୟୁ ବୈଠକରେ ମେଣ୍ଟ ଭାଙ୍ଗିବା ନେଇ ନିଷ୍ପତ୍ତି ହୋଇଛି । ରାଜ୍ୟରେ ପୁଣି ଫେରିପାରେ ମହାଗଠବନ୍ଧନ ସରକାର। ଆରଜେଡି ସହ ମିଶି ଜେଡିୟୁ ସରକାର ଗଠନ କରିବା ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ଚାଲିଛି । ଅପରାହ୍ଣ ୪ଟାରେ…