Browsing Tag

black box

ଅହମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଘଟଣା, ବ୍ଲାକ ବକ୍ସରୁ ମିଳିଲା ଡାଟା

ଅହମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ବ୍ଲାକବକ୍ସରୁ ମିଳିଲା ତଥ୍ୟ । ଜଣାପଡିବ କେମିତି ହୋଇଥିଲା ଫ୍ଲାଇଟ AI 171 ବିମାନ ଦୁର୍ଘଟଣା । ପ୍ଲେନ କ୍ରାସର କାରଣ କଣ ଥିଲା । ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବିମାନର ବ୍ଲାକ ବକ୍ସ ଡାଟା ସଂଗ୍ରହ ଆରମ୍ଭ ହୋଇଛି । ଏୟାର…

ଆମେରିକା ଯିବନି ଅହମ୍ମଦାବାଦର ଦୁର୍ଘଟଣାଗ୍ରସ୍ତ ବ୍ଲାକ୍ ବକ୍ସ, ସରକାର କଲେ ଖଣ୍ଡନ

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ଘଟଣା ଭିନ୍ନ ମୋଡ ନେବାରେ ଲାଗିଛି । ଡାଟା ରିକଭର ହୋଇପାରୁନଥିବାରୁ ବ୍ଲାକ୍ ବାକ୍ସ ଆମେରିକା ପଠାଯାଇଥିବା ଖବର ସାମ୍ନାକୁ ଆସିଥିଲା । କିନ୍ତୁ ଏବେ ଏହି ନିଷ୍ପତ୍ତିକୁ ଖଣ୍ଡନ କରି ଏହାକୁ ମିଛ ଏବଂ ଭ୍ରମ ବୋଲି କହିଛି ବେସାମୟିକ ବିମାନ ମନ୍ତ୍ରଣାଳୟ ।…

ଭାରତରେ ହୋଇପାରିବ ନାହିଁ ଅହମଦାବାଦ ବିମାନ ଦୁର୍ଘଟଣାର ବ୍ଲାକବକ୍ସ ଯାଞ୍ଚ, ଡାଟା ରିକଭର ପାଇଁ ଯିବ ଆମେରିକା

ଅହମ୍ମଦାବାଦ ଫ୍ଲାଇଟ କ୍ରାସ୍ ଘଟଣାରେ ନୂଆ ମୋଡ । କ୍ଷତିଗ୍ରସ୍ତ ହୋଇଛି ଏୟାର ଇଣ୍ଡିଆର ବ୍ଲାକ ବକ୍ସ । ଏୟାର ଇଣ୍ଡିଆର ବୋଇଂ ୭୮୭-୮ ଡ୍ରିମଲାଇନର ବିମାର ବାକ୍ସ ବକ୍ସ ଅତ୍ୟଧିକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି । ଫଳରେ ଡାଟା ରିକଭର ହୋଇପାରୁ ନାହିଁ । ଏଥିପାଇଁ ଏହାକୁ ଆମେରିକା ପଠାଯିବ ବୋଲି…

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା, ମିଳିଲା ଦ୍ବିତୀୟ ବ୍ଲାକ୍ ବକ୍ସ ଏବଂ କକ୍ ପିଟ୍ ଭଏସ ରେକର୍ଡର

ଅହମ୍ମଦାବାଦରେ ଜୁନ୍ ୧୨ ତାରିଖରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ମାମଲାର ଯାଞ୍ଚ ଚାଲିଛି । ତେବେ ବିମାନ ଦୁର୍ଘଟଣାରେ ଘଟଣାସ୍ଥଳରୁ ମିଳିଲା ଦ୍ବିତୀୟ ବ୍ଲାକବକ୍ସ । ବ୍ଲାକ ବକ୍ସ ଉଦ୍ଧାର କରିଛନ୍ତି ତଦନ୍ତକାରୀ ଟିମ୍ । କକପିଟ୍ ଭଏସ ରେକଡର ବ୍ଲାକ ବକ୍ସ ମିଳିଥିବା ନେଇ ସୂଚନା ଦିଆଯାଇଛି ।…

ଅହମ୍ମଦାବାଦର ବିମାନ ଦୁର୍ଘଟଣାର ୨୮ ଘଣ୍ଟା ମଧ୍ୟରେ ଦ୍ୱିତୀୟ ବ୍ଲାକବକ୍ସ ଉଦ୍ଧାର

ଅହମ୍ମଦାବାଦ: ଆଉ ଏକ ବ୍ଲାକବକ୍ସ ଉଦ୍ଧାର । ଅହମ୍ମଦାବାଦର ବିମାନ ଦୁର୍ଘଟଣାର ୨୮ ଘଣ୍ଟା ମଧ୍ୟରେ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ ଉଦ୍ଧାର କରିଛି କରିଛି ବ୍ଲାକବକ୍ସ । ବି.ଜେ ମେଡିକାଲ କଲେଜ ହଷ୍ଟେଲର ଛାତ ଉପରୁ ମିଳିଛି । ଏବେ ଦ୍ୱିତୀୟ ବ୍ଲାକବକ୍ସ ମଧ୍ୟ ଉଦ୍ଧାର…