Browsing Tag

black magic suspected

ଗୁଣିଗାରେଡ଼ି ସନ୍ଦେହରେ ଶାଶୁ ଓ ବୋହୂକୁ ଆକ୍ରମଣ, ଘରେ ଲୁଚି ରହୁଛନ୍ତି ଦୁଇ ମହିଳା

ସମ୍ବଲପୁର: ଗୁଣିଗାରେଡ଼ି ମାୟାରୁ ବାହାରିପାରୁନି ମଣିଷ । ଗୁଣିଗାରେଡ଼ି ସନ୍ଦେହରେ ଶାଶୁ ବୋହୁଙ୍କୁ ପ୍ରବଳ ମାଡ଼ । ଡାହାଣୀ କହି ଶାଶୁ ବୋହୁକୁ ବାସନ୍ଦ କଲେ ଗାଁ ଲୋକେ । ସମ୍ବଲପୁର ଧମା ଥାନା ଅନ୍ତର୍ଗତ ବଲରଙ୍ଗା ଗାଁରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା । ଗୋଟିଏ ପରିବାରର ଶାଶୁ ବୋହୂଙ୍କୁ…

ଗୁଣିଗାରେଡି ସନ୍ଦେହରେ ହତ୍ୟାକାଣ୍ଡ, ଯୁବକଙ୍କୁ ହତ୍ୟା କରି ଡ୍ୟାମରେ ଫିଙ୍ଗିଦେଲେ

ମୋହନା: ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ମଣିଷ । ପୁଣି ଗୁଣିଗାରେଡି ସନ୍ଦେହରେ ହତ୍ୟାକାଣ୍ଡ । ଯୁବକଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଡ୍ୟାମରେ । କିଛି ଗ୍ରାମବାସୀ ମିଶି ରଚାଇଲେ ଏଭଳି କାଣ୍ଡ । ଗୋଟେ ରାତିରେ ୧୪ ଜଣକୁ କାବୁ କଲା ପୋଲିସ । ହଁ ଆଜ୍ଞା, ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା…

ଗୁଣି ଗାରେଡି ସନ୍ଦେହରେ ଗୁଣିଆଙ୍କ ଘର ଭାଙ୍ଗିଲେ ଗ୍ରାମବାସୀ, ଗାଁରେ ଉତ୍ତେଜନା

ଭଦ୍ରକ: ଗୁଣିଗାରେଡି ସନ୍ଦେହରେ ବର୍ବରକାଣ୍ଡ । ଭାଙ୍ଗିଦେଲେ ଗୁଣିଆଙ୍କ ଘର । ଫୋପାଡ଼ି ଦେଲେ ଘରର ସବୁ ଜିନିଷ ପତ୍ର । ଗୁଣିଆ ଓ ତାଙ୍କ ପୁଅକୁ ପଚରା ଉଚରା କରୁଛି ପୋଲିସ । ହଁ ଆଜ୍ଞା, ଗୁଣି ଗାରେଡି ସନ୍ଦେହରେ ଗୁଣିଆଙ୍କ ଘର ଭାଙ୍ଗିଦେଲେ ଗ୍ରାମବାସୀ । ଗ୍ରାମରେ ଉତ୍ତେଜନା ପରେ ଗୁଣିଆ ଓ…

ଗୁଣିଗାରେଡି ସନ୍ଦେହରେ ହତ୍ୟାକାଣ୍ଡ, ନେଇଗଲେ ୬୦ ବର୍ଷୀୟ ବୃଦ୍ଧଙ୍କ ଜୀବନ

ମୋହନା: ଗୁଣିଗାରେଡି ସନ୍ଦେହରେ ହତ୍ୟାକାଣ୍ଡ । ନେଇଗଲେ ୬୦ ବର୍ଷୀୟ ବୃଦ୍ଧଙ୍କ ଜୀବନ । ହତ୍ୟା ପରେ ଜାଳିଦେଇଥିଲେ ଅଭିଯୁକ୍ତ । ଏବେ ପୋଲିସ ଭୟରେ ପୁରୁଷଶୂନ୍ୟ ଗାଁ । ହଁ ଆଜ୍ଞା, ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା କୁଇହୁରୁ ଗାଁରେ । ଗୁଣି ଗାରେଡି ସନ୍ଦେହରେ ଜଣେ…

ଗୁଣିଗାରେଡ଼ି ସନ୍ଦେହ ନେଲା ବ୍ୟକ୍ତିଙ୍କ ଜୀବନ, ୨୦ରୁ ଊର୍ଦ୍ଧ୍ବ ବ୍ୟକ୍ତି ଅଟକ

ଗୁଣୁପୁର : ଆଧୁନିକ ସମାଜରେ ଅନ୍ଧବିଶ୍ବାସର ଛିଟା । ଗୁଣିଗାରେଡ଼ି ସନ୍ଦେହରେ ଗଲା ଆଉ ଏକ ଜୀବନ । ସଂଘବଦ୍ଧ ଆକ୍ରମଣରେ ଭୈରବ ସାହୁଙ୍କ ମୃତ୍ୟୁ । ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ହାଟ ପଦା ସାହିରେ ଗୁଣି ଗାରେଡି ସନ୍ଦେହରେ ତାଙ୍କୁ ଆକ୍ରମଣ କରିଥିଲେ କିଛି ବ୍ୟକ୍ତି ।  ଘଟଣା ସ୍ଥଳରେ ସ୍ଥିତି…

ଅନ୍ଧବିଶ୍ବାସ ହେଲା କାଳ: ଗୁଣିଗାରେଡ଼ି ସନ୍ଦେହରେ ଗୋଷ୍ଠୀ ସଂଘର୍ଷ, ୩ ମୃତ; ୩ ଗୁରୁତର

ସୋରଡ଼ା : ଅନ୍ଧ ବିଶ୍ୱାସର ଭୟାନକ ପରିସ୍ଥିତି । ଗୁଣିଗାରେଡ଼ି ସନ୍ଦେହରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଆକ୍ରମଣରେ ୩ ମୃତ, ୩ ଗୁରୁତର ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଖାରିପଲ୍ଲୀ ଗାଁରେ ଗୋଷ୍ଠୀ ସଂଘର୍ଷ ଘଟିଛି । ଗୁଣିଗାରେଡ଼ି ସନ୍ଦେହରେ ବାପା ଓ ପୁଅଙ୍କ ସହ ଅନ୍ୟ ଜଣଙ୍କୁ ହାଣି ହତ୍ୟା…

ଘରେ ଆପେ ଆପେ ଲାଗିଯାଉଛି ନିଆଁ, ଅଲୌକିକ ନା ଆଉ କିଛି?

ପିପିଲି: ଆପେ ଆପେ ଲାଗିଯାଉଛି ନିଆଁ । କେହି ଲଗାଇବା ଆଗରୁ ଜଳିଯାଉଛି ସବୁକିଛି । ନିଆଁକୁ ଯେତେ ଆୟତ କଲେ ମଧ୍ୟ ଏହା ଥମିବାର ନାଁ ଧରୁନାହିଁ । ଘରର ଆସବାବ ପତ୍ର ଠାରୁ ଆରମ୍ଭ କରି ଶୋଇବା ଖଟରେ ମଧ୍ୟ ଲାଗିଯାଉଛି ନିଆଁ । ଲିଭାଇବା ପରେ ଲିଭିଯାଉଛି ପୁଣି କେଇ ଘଣ୍ଟା ପରେ ଆଉ ଏକ ସ୍ଥାନରେ…

ଗୁଣି ଗାରେଡି ସନ୍ଦେହ, ୭୦ ବର୍ଷୀୟା ବୃଦ୍ଧାଙ୍କୁ ଛୁରାମାଡ

ରାୟଗଡା: ଗୁଣି ଗାରେଡି ସନ୍ଦେହରେ ଜଣେ ୭୦ ବର୍ଷୀୟା ବୃଦ୍ଧାଙ୍କୁ ଛୁରାମାଡ କରାଯାଇଛି । ଏଭଳି ଅଭାବନୀୟ ଘଟଣା ରାୟଗଡା ଟାଉନ୍ ଥାନା ଅନ୍ତର୍ଗତ ମାଙ୍କଡ଼ଝୋଲା ଗ୍ରାମରେ ଦେଖିବାକୁ ମିଳିଛି । ଆହାତ ବୃଦ୍ଧା ଖାଲିମଣି ଜାନୀଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ଯ ଡାକ୍ତରଖାନାରେ ଭର୍ତ୍ତି…