Browsing Tag

black market

କଳାବଜାରୀଙ୍କ ଉପରେ ରହିବ ନଜର, ସଜାଗ ରହିବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: କଳାବଜାରୀଙ୍କ ଉପରେ ରହିବ ନଜର । ସଜାଗ ରହିବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶ । ଜରୁରୀ ସାମଗ୍ରୀର ଯୋଗାଣ ପାଇଁ ଜିଲ୍ଲାପାଳ ମାନଙ୍କ ସହ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ।  ରାଜ୍ୟରେ ଯେପରି ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ନହୁଏ, ସେଥିପାଇଁ…

ଗ୍ୟାସର ଅଭାବକୁ ନେଇ ବଢୁଛି କଳାବଜାରୀ, ୩ ହଜାର ଟଙ୍କାରେ ହେଉଛି ବିକ୍ରି

ଭୁବନେଶ୍ୱର : ଗ୍ୟାସର ଅଭାବକୁ ନେଇ ବଢୁଛି କଳାବଜାରୀ । ୩ ହଜାର ଟଙ୍କାରେ ବିକ୍ରିହେଉଛି ଗ୍ୟାସ୍ ସିଲଣ୍ଡର । ହନ୍ତସନ୍ତ ବ୍ୟବସାୟୀ ଓ ଗ୍ରାହକ। ମଧ୍ୟ ପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି କାରଣରୁ ଗ୍ୟାସ ଓ ତୈଳ ଯୋଗାଣରେ ବାଧା ସୃଷ୍ଟି ହେଉଛି । ଏହି ସୁଯୋଗକୁ ନେଇ କଳାବଜାରୀମାନେ ଗ୍ୟାସ…

କଳାବଜାରୀଙ୍କୁ ସାବଧାନ କଲେ ଯୋଗାଣ ମନ୍ତ୍ରୀ, ‘ବାତ୍ୟା ପରିସ୍ଥିତିରେ ଫାଇଦା ଉଠେଇଲେ କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା 'ଦାନା'ର ପ୍ରଭାବରେ ଏବେ ଠାରୁ ପରିବା ବଜାର ଉପରେ ଚଡକ ପଡ଼ିଛି । ଗତକାଲିର ଦର ଠାରୁ ଆଜିର ଦର କିଲୋ ପିଛା ସମସ୍ତ ପରିବା ଉପରେ ବୃଦ୍ଧି ପାଇଛି । ବାତ୍ୟା ବେଳେ କଳାବଜାରୀ ରୋକିବା ପାଇଁ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ନିର୍ଦ୍ଦେଶ ଦେଇଛନ୍ତି…