ଅଗ୍ନିକାଣ୍ଡରେ ଜଳିଗଲା ଛଅ ବଖରା ଘର, ପିନ୍ଧିଥିବା ପୋଷାକ ଛଡା ଆଉ କିଛି ନାହିଁ
ଚାନ୍ଦବାଲି(କେନ୍ୟୁଜ): ମୁଣ୍ଡରେ ହାତ ଦେଇ ଗୁମୁରି ଗୁମୁରି କାନ୍ଦୁଛନ୍ତି ମହିଳା । କଣ କରିବେ, କେମିତି ଚଳିବେ କିଛି ବି ବୁଝିପାରୁନାହାନ୍ତି । ଖାଲି ଜୀବନଟା ଯାହା ବଞ୍ଚିଯାଇଛି ସିନା ହେଲେ ଆଉ ବାକି ସର୍ବସ୍ୱ ଚାଲିଯାଇଛି ।
ଆଜ୍ଞା ଏବେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳିରେ ସମଗ୍ର ରାଜ୍ୟବାସୀ ଅତିଷ୍ଠ । ଏହାରି ଭିତରେ ଯଦି ମୁଣ୍ଡ ଗୁଞ୍ଜିବାକୁ ଘରେ ଖଣ୍ଡିଏ ବି ନଥିବ, ତେବେ ପିଲା ଛୁଆ ସଂସାରରେ ଚଳିବା ଯେ କେତେ କଷ୍ଟ…
Read More...