କଳା ଖସାର ଏହି ଉପାୟ ଦୁର କରିପାରେ ଗୃହ କଷ୍ଟ ଓ ଆର୍ଥିକ ଅସୁବିଧା,ଜାଣନ୍ତୁ କ’ଣ କରିବେ
ହିନ୍ଦୁ ଧାର୍ମିକ ମାନ୍ୟତା ଅନୁସାରେ କଳା ତିଳର ପ୍ରୟୋଗ ପୂଜା ପାଠରେ ବିଶେଷ ମହତ୍ୱ ରଖିଥାଏ । ବିଶେଷକରି ଭଗବାନ ଶିବଙ୍କ ପୂଜାରେ କଳା ତିଳ ଅର୍ପଣ କରିବା ଦ୍ୱାରା ଭୋଳାନାଥ ପ୍ରସନ୍ନ ହୋଇଥାନ୍ତି । ଜ୍ୟୋତିଷ ଶାସ୍ତ୍ରରେ କଳା ତିଳର କିଛି ଉପାୟ ଦିଆଯାଇଛି । ଯାହା ଜୀବନର ନକରାତ୍ମକ ଶକ୍ତି ଓ…