Browsing Tag

blackboard

ସ୍କୁଲରେ କଳାପଟା ନଥିବାରୁ କବାଟରେ ଲେଖା ହେଲା ପ୍ରଶ୍ନ, ଦୀର୍ଘ ଅଢେଇ ଘଣ୍ଟା ପରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ

ଯାଜପୁର (କେନ୍ୟୁଜ): ପରୀକ୍ଷା ପୂର୍ବରୁ ଆସିଲାନି ପ୍ରଶ୍ନପତ୍ର। ଶ୍ରେଣୀରେ କଳାପଟା ନାହିଁ। ଶେଷରେ ଶ୍ରେଣୀ କବାଟରେ ଚକରେ ଲେଖାଗଲା ପ୍ରଶ୍ନ। ଦୀର୍ଘ ଅଢେଇ ଘଣ୍ଟା ପରେ ପରୀକ୍ଷା ଦେଲେ ଛାତ୍ର ଛାତ୍ରୀ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଣ୍ଟିଆ ସ୍ଥିତ…