Browsing Tag

Blackbuck count

ଉତ୍ତର ଘୁମୁସର ବନଖଣ୍ଡରେ କୃଷ୍ଣସାର ମୃଗ ଗଣନା ଆରମ୍ଭ

ଭଂଜନଗର : ଗଂଜାମ ଜିଲ୍ଲା ଭଂଜନଗର – ଉତ୍ତର ଘୁମୁସର ବନଖଣ୍ଡରେ ବିଶ୍ବ ବିରଳ ବନ୍ୟପ୍ରାଣୀ କୃଷ୍ଣସାର ମୃଗ ଗଣନା ଆରମ୍ଭ ହୋଇଛି । ବିଭାଗୀୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ବନଖଣ୍ଡର ମୁଜାଗଡ, ତାରାସିଙ୍ଗି, ଜଗନ୍ନାଥପ୍ରସାଦ ଏବଂ କେନ୍ଦ୍ରୀୟ ବନାଞ୍ଚଳରେ ୧୮ଟି ଟିମକୁ ନେଇ ଗଣନା ଆରମ୍ଭ ହୋଇଛି ।…

ବାଲୁଖଣ୍ଡ ଅଭୟାରଣ୍ୟକୁ ଗଲା ଆଉ ଏକ କୃଷ୍ଣସାର ମୃଗ, ଆହୁରି ୪ ଟି ପଠାଯିବ

ଭଂଜନଗର : ଚତୁର୍ଥ ପାଳିରେ ବାଲୁଖଣ୍ଡ ଅଭୟାରଣ୍ୟକୁ ଗଲା, ଆଉ ଏକ କୃଷ୍ଣସାର ମୃଗ । ଗଂଜାମ ଜିଲ୍ଲା ଭଂଜନଗର ଉତ୍ତର ଘୁମୁସର ବନଖଣ୍ଡର ଜଗନ୍ନାଥପ୍ରସାଦ ବନାଞ୍ଚଳରୁ ଗୋଟିଏ ମାଈ କୃଷ୍ଣସାର ମୃଗକୁ ବନଖଣ୍ଡ ଅଧିକାରୀଙ୍କ ଉପସ୍ଥିତିରେ ପଠାଯାଇଛି । ବର୍ତ୍ତମାନ ସୁଦ୍ଧା ୪ ଟି ମୃଗ ପଠାଯାଇଥିବା…

ଆଜିଠୁ ଆରମ୍ଭ ହେଉଛି କୃଷ୍ଣସାର ମୃଗ ଗଣନା, ୧୮ଟି ଟିମ୍ ଗଠନ

ଗଞ୍ଜାମ: ଆଜିଠୁ ଆରମ୍ଭ ହେଉଛି କୃଷ୍ଣସାର ମୃଗ ଗଣନା । ଗଞ୍ଜାମ ଜିଲ୍ଲା ଘୁମୁସର ବନଖଣ୍ଡ ତଥା ଉତ୍ତର ଓ ଦକ୍ଷିଣ ଘୁମୁସର ବନଖଣ୍ଡରେ ଆଜିଠୁ ଗଣନା ଆରମ୍ଭ ହେବ ।  ଏଥିପାଇଁ ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ, ଭଂଜନଗର ସ୍ଥିତ ଲାଲସିଙ୍ଗି ସ୍ଥାୟୀ ଚାରା ଉଦ୍ୟାନ କେନ୍ଦ୍ର ଠାରେ ବନ କର୍ମଚାରୀ,…