ସାମ୍ନାକୁ ଆସିଲା ବ୍ଲାକ ଜ୍ୟାକେଟ ଗ୍ୟାଙ୍ଗର ଲୁଟ୍ ଭିଡିଓ, ସ୍ପିଡି ବାଇକ୍ ରେ ଆସି ଲୁଟୁଥିଲେ ସୁନାଚେନ୍
ଭୁବନେଶ୍ୱର (କେନ୍ୟୁଜ): ସିସି ଟିଭିରେ ବ୍ଲାକ ଜ୍ୟାକେଟ ପିନ୍ଧା ଛିନତାଇ ଗ୍ୟାଙ୍ଗ। ସାମ୍ନାକୁ ଆସିଲା ସୁନା ଚେନ ଲୁଟ ବେଳର ସିସିଟିଭି ଭିଡ଼ିଓ । କଳା ଜ୍ୟାକେଟ ପିନ୍ଧି ସ୍ପିଡି ବାଇକରେ ଆସି ଲୁଟି ନେଉଛନ୍ତି ସୁନା ଚେନ । ମହିଳାଙ୍କୁ ସଫ୍ଟ ଟାର୍ଗେଟ କରି ଲୁଟୁଛନ୍ତି ସୁନା ଚେନ୍ । ନମ୍ବର…