ପରାଜୟ ପାଇଁ ନିଜକୁ ଦାୟୀ କଲେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର, କହିଲେ ଭାଗ୍ୟ ନିର୍ଦ୍ଧାରଣ କରିବ ବିସିସିଆଇ
ଗୁଆହାଟୀ : ଦ୍ବିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଠାରୁ ୪୦୮ ରନରେ ପରାଜୟ । ଟେଷ୍ଟ ଇତିହାସରେ ଭାରତର ଏହା ରନ୍ ବ୍ୟବଧାନରେ ସବୁଠାରୁ ବଡ଼ ପରାଜୟ ଘଟିଛି । ସବୁ ମହଲରୁ ଭାରତୀୟ ଦଳକୁ ସମାଲୋଚନାର ଶରବ୍ୟ ହେବାକୁ ପଡୁଛି । ତେବେ ଲଗାତର ଦୁଇଟି ଟେଷ୍ଟ ଓ ଦୁଇଟି ଟେଷ୍ଟ ସିରିଜ୍ ହାରିଥିବା ଟିମ୍…