Browsing Tag

blast

ରାମେଶ୍ୱରମ କାଫେ ବିସ୍ଫୋରଣ : ସନ୍ଦିଗ୍ଧଙ୍କ ନାମରେ ୨୦ ଲକ୍ଷର ପୁରସ୍କାର ଘୋଷଣା କଲା ଏନଆଇଏ

ବେଙ୍ଗାଲୁରୁର ରାମେଶ୍ୱରମ କାଫେର ହୋଇଥିବା ବିସ୍ଫୋରଣ ଦୁଇ ସନ୍ଦିଗ୍ଧଙ୍କ ନାମରେ ୧୦-୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି । ଏବେ ୨ ଅଭିଯୁକ୍ତଙ୍କ ସମ୍ପର୍କରେ ତଥ୍ୟ ହାସଲ କରିବା ପାଇଁ ଏନଆଇଏ ୨୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି । ଏମାନଙ୍କ ବିଷୟରେ ଯିଏ ସୂଚନା ଦେବ,…

ହରିୟାଣା : ଫ୍ୟାକ୍ଟ୍ରିରେ ବଏଲର ବିସ୍ଫୋରଣ, ୧୦୦ କର୍ମଚାରୀ ଆହତ

ହରିୟାଣାର ରେୱାରୀରେ ଥିବା ଏକ କାରଖାନାର ବଏଲର ବିସ୍ଫୋରଣରେ ଅତିକମରେ ୧୦୦ କର୍ମଚାରୀ ନିଆଁରେ ଆହତ ହୋଇଛନ୍ତି । ଘଟଣାଟି ଧାରୁହେରା ଅଞ୍ଚଳରେ ଥିବା ଲାଇଫ ଲଙ୍ଗ ଫ୍ୟାକ୍ଟ୍ରିରେ ହୋଇଛି । ବିସ୍ଫୋରଣର ସଠିକ୍‌ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ତେବେ ଶନିବାର ସନ୍ଧ୍ୟା ୭ଟା ସମୟରେ ବିସ୍ଫୋରଣ…

ବେଙ୍ଗାଲୁରୁ ରାମେଶ୍ୱରମ କାଫେ ବିସ୍ଫୋରଣ ମାମଲାରେ NIA ର କାର୍ଯ୍ୟାନୁଷ୍ଠାନ, ଜଣେ ସନ୍ଦିଗ୍ଧ ଗିରଫ

କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ସ୍ଥିତ ରାମେଶ୍ୱରମ କାଫେ ବିସ୍ଫୋରଣ ମାମଲାରେ ଜଣକୁ ଗିରଫ କରିଛି ଏନଆଇଏ । ଏହି ମାମଲାରେ ବିଲୋରୀରୁ ଶବ୍ଦିର ନାମକ ଜଣେ ବ୍ୟକ୍ତି ଗିରଫ ହୋଇଛି । ଏବେ ତାଙ୍କୁ ପଚରାଉଚରା ଚାଲିଛି । ସିସିଟିଭି ଫୁଟେଜରେ ନଜର ଆସିଥିବା ବ୍ୟକ୍ତି ହେଉଛି ଶବ୍ଦର । ରାମେଶ୍ୱରମ…

ବେଙ୍ଗାଲୁରୁ: ରାମେଶ୍ୱରମ୍‌ କାଫେ ବିସ୍ଫୋରଣ ମାମଲା, ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କଲା NIA

ବେଙ୍ଗାଲୁରୁ ବିସ୍ଫୋରଣ ମାମଲାରେ ଆକ୍ରମଣକାରୀଙ୍କ ବିଷୟରେ ସୂଚନା ଦେବା ଲୋକଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା ନଗଦ ପୁରସ୍କାର ରାଶି । ଏଠାରେ ରାମେଶ୍ୱରମ୍‌ କାଫେ ବିସ୍ଫୋରଣ ମାମଲାରେ ଏନ୍‌ଆଇଏ ଏହି ପୁରସ୍କାର ରାଶି ଘୋଷଣା କରିଛି । ଏନ୍‌ଆଇଏ କହିଛି ଯେ ସୂଚନା ଦେଇଥିବା ଲୋକର ପରିଚୟ ଗୋପନ…

ବେଙ୍ଗାଲୁରୁ: ପ୍ରସିଦ୍ଧ ରାମେଶ୍ୱରମ୍‌ କାଫେରେ ବିସ୍ଫୋରଣ, ୫ ଆହତ

କର୍ଣ୍ଣାଟକର ବେଙ୍ଗାଲୁରୁରେ ହ୍ଵାଇଟ୍‌ଫିଲ୍ଡ ଅଞ୍ଚଳରେ ଥିବା ପ୍ରସିଦ୍ଧ ରାମେଶ୍ୱରମ୍‌ କାଫେରେ ଶୁକ୍ରବାର ବଡ଼ ଧରଣର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୫ ଜଣ ଆହତ ହୋଇଛନ୍ତି । ବିସ୍ଫୋରଣର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନ ଥିବାବେଳେ ଏହା ସିଲିଣ୍ଡର ବିସ୍ଫୋରଣ ହୋଇପାରେ ବୋଲି ଅନୁମାନ…

ପାକିସ୍ତାନରେ ମତଦାନ ଭିତରେ IED ବିସ୍ଫୋରଣ; ୫ ପୋଲିସ କର୍ମୀ ମୃତ, ୨ ଗୁରୁତର

ପାକିସ୍ତାନରେ ଆଜି ସାଧାରଣ ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଏହାରି ଭିତରେ ସକାଳେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । ଆତଙ୍କବାଦୀମାନେ ଖୈବର ପଖତୁନ୍‌ଖ୍ଵାର ଡେରା ଇସ୍ମାଇଲ ଖାନ ଜିଲ୍ଲାର କୁଲାଚିରେ ଏକ ପୋଲିସ ମୋବାଇଲ ଭ୍ୟାନ୍‌କୁ ଟାର୍ଗେଟ୍‌ କରିଛନ୍ତି । ପ୍ରଥମେ ସେମାନେ…

ହରଦା ବିସ୍ଫୋରଣ: ବେକରେ ସୁତୁଲି ବୋମାର ହାର ପିନ୍ଧି ନିଆରା ବିରୋଧ ପ୍ରଦର୍ଶନ କଲେ କଂଗ୍ରେସ ବିଧାୟକ

ହରଦାର କଂଗ୍ରେସ ବିଧାୟକ ରାମକିଶୋର ଦୋଗନେ ନକଲି ସୁତୁଲି ବୋମାର ହାର ପିନ୍ଧି ଆଜି ବିଧାନସଭା ପହଞ୍ଚିଥିଲେ । ହରଦା ବାଣ ବିସ୍ଫୋରଣ ଘଟଣାକୁ ନେଇ ସେ ନିଆରା ଢଙ୍ଗରେ ବିରୋଧ ପ୍ରଦର୍ଶନ କରିବା ସହିତ ଗାନ୍ଧି ପ୍ରତିମୂର୍ତ୍ତି ସମ୍ମୁଖରେ ଧାରଣା ଦେଇଥିଲେ । ବିଧାୟକ ସରକାରଙ୍କ…

ପାକିସ୍ତାନ: ନିର୍ବାଚନର ଦିନକ ପୂର୍ବରୁ ଦୁଇଟି ବଡ଼ ବିସ୍ଫୋରଣ, ୨୬ ଜଣଙ୍କ ମୃତ୍ୟୁ

ପାକିସ୍ତାନରେ ଗୁରୁବାର ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ଏହାର ଦିନକ ପୂର୍ବରୁ ଅର୍ଥାତ୍‌ ବୁଧବାର ଏଠାରେ ଦୁଇଟି ବଡ଼ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ବହୁ ସଂଖ୍ୟକ ଲୋକ ଏଥିରେ ଆହତ ହୋଇଛନ୍ତି । ବଲୁଚିସ୍ତାନର ଦୁଇଟି ଭିନ୍ନ ଜାଗାରେ ଏହି…

ହରଦା ବାଣ କାରଖାନାରେ ବିସ୍ଫୋରଣ : ୧୧ ମୃତ, ୪୦ରୁ ଅଧିକ ଆହତ, ବଢିପାରେ ମୃତକଙ୍କ ସଂଖ୍ୟା

ମଧ୍ୟପ୍ରଦେଶ ହରଦାରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ । ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଲୋକଙ୍କ ଅବସ୍ଥା ଗୁରୁତର ହୋଇଛନ୍ତି । ଏଥିରେ ଅନେକ ଲୋକ ଫସିଥିବା ଜଣାପଡିଛି । ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ ବୋଲି ଅନୁମାନ କରାଯାଉଛି । ବିସ୍ଫୋରଣରେ ସ୍ଥାନୀୟ ଅଞ୍ଚଳ…

ପାକିସ୍ତାନ : ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ ଅଫିସ ବାହାରେ ବିସ୍ଫୋରଣ, କ୍ଷୟକ୍ଷତି ସୂଚନା ମିଳିନାହିଁ

କରାଚିରେ ଥିବା ପାକିସ୍ତାନ ନିର୍ବାଚନ ଆୟୋଗ (ଇସିପି) କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ ହୋଇଛି । ବରିଷ୍ଠ ପୋଲିସ ଅଧିକ୍ଷକ ଦକ୍ଷିଣ କରାଚିର ଏସଏସପି ସାଜିଦ ସଦୋଜାଇଙ୍କ କହିବା ଅନୁଯାୟୀ, ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି । ବିସ୍ଫୋରଣର କେତେ ଜୋରରେ ଏବଂ କ’ଣ ପାଇଁ ହୋଇଛି, ତାହା…

ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ପରେ ଘରୋଇ ହସ୍ପିଟାଲରେ ଉତ୍ତେଜନା, ମୃତଦେହ କିଏ ନେବ ତାହା ପୋଲିସ କହିବ

ଭୁବନେଶ୍ୱର (କେନ୍ୟୁଜ): ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ପରେ ଭୁବନେଶ୍ବର ଘରୋଇ ହସ୍ପିଟାଲ ସମ୍ମୁଖରେ ଉତ୍ତେଜନା । ମୃତଦେହ କିଏ ନେବ ତାହା ପୋଲିସ ନିଷ୍ପତ୍ତି ନେବ । ହସ୍ପିଟାଲ କର୍ତ୍ତୃପକ୍ଷ ପୋଲିସକୁ ମୃତଦେହ ହସ୍ତାନ୍ତର କରିବେ । ପୋଲିସ ଡିଏନଏ ଟେଷ୍ଟ ପାଇଁ କହିଲେ କରିବୁ ବୋଲି…