Odisha News
Browsing Tag

blind cricket

ଯାଜପୁର: ସର୍ବଭାରତୀୟ ଅଂଶୁମାନ ସ୍ମାରକୀ କ୍ରିକେଟରେ ଆକର୍ଷଣ କେନ୍ଦ୍ର ବିନ୍ଦୁ ସାଜିଲା ଦୃଷ୍ଟିହୀନ କ୍ରିକେଟ…

ଯାଜପୁର(କେନ୍ୟୁଜ୍): ଯାଜପୁର ଜିଲ୍ଲା ଜାରକାଠାରେ ଚାଲିଥିବା ସର୍ବଭାରତୀୟ ଅଂଶୁମାନ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଂଟର ଆଜି ମୁଖ୍ୟ ଆକର୍ଷଣ ସାଜିଥିଲା ଦୃଷ୍ଟିହୀନ ଖେଳାଳୀମାନଙ୍କ ମଧ୍ୟରେ କ୍ରିକେଟ ପ୍ରତିଯୋଗିତା । ଏଥିରେ ଯାଜପୁର ଟିମ୍‌କୁ ୮ ୱିକେଟରେ ପରାସ୍ତ କରି ମୟୁରଭଞ୍ଜ ଟିମ୍ ବିଜୟ…

ଦୃଷ୍ଟିହୀନ କ୍ରିକେଟରେ ରାଜ୍ୟକୁ ସଫଳତା : ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବେ ଲିଙ୍ଗରାଜ ରାଉତରାୟ

ନୂଆଦିଲ୍ଳୀ : ଦୃଷ୍ଟିହୀନ କ୍ରିକେଟରେ ରାଜ୍ୟକୁ ଆଉ ଏକ ସଫଳତା। ଚତୁର୍ଥ ଖେଳାଳି ଭାବେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବେ ଲିଙ୍ଗରାଜ ରାଉତରାୟ। ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକର ଲିଙ୍ଗରାଜ ଆଗାମୀ ଭାରତ-ଶ୍ରୀଲଙ୍କା ଦ୍ୱିପାକ୍ଷିକ ସିରିଜରେ ଅନ୍ତର୍ଜାତୀୟ କ୍ୟାରିଅର ଆରମ୍ଭ କରିବେ। ବାମହାତୀ…