Browsing Tag

block education officers

ଗଛ ନଲଗାଇବା ଯୋଗୁଁ ଆକ୍ସନ୍, ୧୧ ଜଣ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦରମା ବନ୍ଦ

ବଲାଙ୍ଗୀର : ୧୧ ଜଣ ବ୍ଲକ ଶିକ୍ଷା ଅଧିକାରୀ(BEO)ଙ୍କ ଦରମା ବନ୍ଦ । ଜୁଲାଇ ମାସର ଦରମା ବନ୍ଦ କଲେ ଜିଲ୍ଲା ଶିକ୍ଷାଧିକାରୀ । 'ମା ପାଇଁ ଗଛ ଟିଏ ଯୋଜନା ନାମ୍‌'ରେ ଗଛ ନଲଗାଇବା ଯୋଗୁଁ ଆକ୍ସନ୍ । ଗଛ ଲଗାଇବାରେ ଟାର୍ଗେଟ୍‌ ପୂରଣ ନହେବାରୁ ଦରମା ବନ୍ଦ କରାଯାଇଛି । ଏହି ଅଧିକାରୀଙ୍କ ଜୁଲାଇ…