ନା ବ୍ୟାଙ୍କ ଖୋଲିବ ନା ବସ୍ ଚାଲିବ, ଚକା ଜାମ କରିବେ ୨୫ କୋଟିରୁ ଅଧିକ ଶ୍ରମିକ
ନା ବ୍ୟାଙ୍କ ଖୋଲିବ ନା ବସ୍ ଚାଲିବ । ବୁଧବାର ଦିନ ଚକା ଜାମ କରିବେ ୨୫ କୋଟିରୁ ଅଧିକ ଶ୍ରମିକ । ଦେଶବ୍ୟାପୀ ଧର୍ମଘଟରେ ୨୫ କୋଟିରୁ ଅଧିକ ଶ୍ରମିକ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । କେନ୍ଦ୍ର ସରକାରଙ୍କ "ଶ୍ରମ ବିରୋଧୀ, କୃଷକ ବିରୋଧୀ ଏବଂ ଦେଶ ବିରୋଧୀ କର୍ପୋରେଟ ବିରୋଧୀ ନୀତି" ବିରୋଧରେ…