Browsing Tag

block office

ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଲହଡି ଭାଙ୍ଗୁଛି ବର୍ଷା ଜଳ, ନର୍ଦ୍ଦମା ପାଣିରେ ଯିବାଆସିବା କରୁଛନ୍ତି ଲୋକେ

ଯାଜପୁର: ବର୍ଷା ଯୋଗୁ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ମୁଖ୍ୟ ଫାଟକ ସମ୍ମୁଖରେ ଜମି ରହୁଛି ପାଣି। ଜଳ ନିଷ୍କାସନର ସୁବିଧା ନଥିବାରୁ ଏଭଳି ସ୍ଥିତି ଉପୁଜିଛି । ଫଳରେ ବ୍ଲକକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଲୋକେ ଏହି ପାଣି ଭିତରେ ପଶି ଯା ଆସ କରୁଛନ୍ତି । କେବଳ ସେତିକି ନୁହେଁ ବର୍ଷା ପାଣି…

ଶିକ୍ଷକମାନଙ୍କ ଦାବି ନେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା

ଯାଜପୁର : ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଧାରଣା ଓ ପ୍ରତିବାଦ ସଭା। ଶିକ୍ଷକ ମାନଙ୍କର ବହୁ ଦାବି ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ ପାଳନ ନକରିବାରୁ ଆଜି ଯାଜପୁର ଜିଲ୍ଲା ରସୁଲପୁର ଶାଖା ପକ୍ଷରୁ ପ୍ରତିବାଦ କରାଯାଇଛି। ସମିତି ପକ୍ଷରୁ ବହୁ ଶିକ୍ଷକ ଏକ…

ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇଲେ ସରପଞ୍ଚ, ଅଫିସ୍ ଭିତରେ ରହିଛନ୍ତି ସମସ୍ତ ଅଫିସର

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ କାର୍ଯ୍ୟାଳୟରେ ବିଡ଼ିଓଙ୍କ ସହିତ ସମସ୍ତ ଅଫିସରଙ୍କୁ ତାଲା ପକାଇ ଧାରଣରେ ବସିଛନ୍ତି ସରପଞ୍ଚ ଓ ସଭ୍ୟମାନେ ।  ଏକ ବର୍ଷ ମଧ୍ୟରେ ୭ଜଣ ବିଡ଼ିଓଙ୍କ ବଦଳି ଯୋଗୁ ପଂଚାୟତରେ କୌଣସି ଉର୍ନତି ମୂଳକ କାର୍ଯ୍ୟ ହୋଇପାରୁନାହିଁ  ବୋଲି କହିଛନ୍ତି ।  …