ମହାନତା ଦେଖାଇଲେ ବ୍ଲକ ଉପାଧ୍ୟକ୍ଷ, ମାନସିକ ରୋଗୀର ସେବାକଲେ
ମହାନତା ଦେଖାଇଲେ ବ୍ଲକ ଉପାଧ୍ୟକ୍ଷ । ରାସ୍ତାକଡରେ ପଡିରହିଥିବା ଜଣେ ଅସହୟା ମାନସିକ ରୋଗୀର ସେବାକରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବୀରମହାରାଜପୁର ଯୁବ ସମାଜସେବୀ ତଥା ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା । ସେତୁ କଡରେ ନିସ୍ତେଜ ଭାବରେ ପଡିରହିଥିଲେ ଅଜଣା ବ୍ୟକ୍ତି । ସେହି…