ଶୀତଦିନେ ବଢୁଛି କି ରକ୍ତଚାପ? ଜାଣନ୍ତୁ କିପରି କରିବେ ନିୟନ୍ତ୍ରଣ
ବର୍ତ୍ତମାନ ସମୟରେ ବିଭିନ୍ନ ପ୍ରକାରର ରୋଗ ହେଉଛି । କାରଣ ଲୋକେମାନେ ବାହାର ଖାଦ୍ୟକୁ ଖାଇ ଶରୀରକୁ ଖରାପ କରିବାରେ ଲାଗିଛନ୍ତି । ଆଜିକାଲିର ଲୋକେମାନେ ଜାଣିବି ସଚେତନ ହେଉ ନାହାଁନ୍ତି । ଅଧିକ ତେଲ ମସଲା ଜାତୀୟ ଖାଦ୍ୟପେୟ ଓ ଆଜିକାଲିର ଜୀବନଶୈଳୀ ଯୋଗୁଁ ଅନେକ ପ୍ରକାରର ଅସୁବିଧାରେ…