କ୍ୟାନସର ସେଲକୁ ଚିହ୍ନଟ କରିବ ବ୍ଲଡ ସାମ୍ପୂଲ, ବୈଜ୍ଞାନିକ ତିଆରି କଲେ ଏକ ଖାସ୍ ଡିଭାଇସ୍
କ୍ୟାନ୍ସର ନାଁ ଶୁଣିଲେ ମଣିଷର ଛାତି ଥରିଯାଏ । ଯଦି ଆମେ କହିବା ତ ସାରା ବିଶ୍ୱରେ ଏକ ଭୟଙ୍କର ସମସ୍ୟା ଭାବେ କଣ ଉଭା ହୋଇଛି ତେବେ ତାହା ହେଉଛି କ୍ୟାନ୍ସର । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଗର ଲୋକଙ୍କୁ କ୍ୟାନସର ସଂକ୍ରମିତ କରୁଛି । ଗତ ୨୦୨୨ରେ ଭାରତରେ…