ବ୍ଲୁଟୁଥ୍ ଅନ୍ କରି ରଖୁଥିଲେ ପଡିବେ ହଇରାଣରେ, କଲରେ କାହା ସହ କଣ କଥା ହେଉଛନ୍ତି ସବୁକିଛି ଶୁଣିପାରିବ ହ୍ୟାକର୍ସ
କଣ ଆପଣ ବ୍ଲୁଟୁଥରେ କଥା ହେଉଛନ୍ତି। ସବୁବେଳେ ଫୋନରେ ବ୍ଲୁଟୁଥ୍ ଅନ୍ କରି ରଖୁଛନ୍ତି? ତାହେଲେ ସାବଧାନ ହୋଇଯାନ୍ତୁ। ନଚେତ ଅଯଥାରେ ଆପଣ ପଡିପାରନ୍ତି ହଇରାଣରେ। ହଁ ଆଜ୍ଞା ଯଦି ଆପଣ ନିଜ ଫୋନର ବ୍ଲୁଟୁଥ୍ ଅନ୍ ରଖୁଛନ୍ତି ତାହେଲେ ସତର୍କ ହୋଇଯାନ୍ତୁ।
ସାଧାରଣରେ ଦେଖାଯାଏ ଲୋକେ ତାଙ୍କ…