Browsing Tag

BMC

ଗୃହପାଳିତ ପଶୁଙ୍କ ପାଇଁ ଆସିବ ସ୍ୱତନ୍ତ୍ର ପେଟ୍‌ ଆକ୍ଟ, ଡ୍ରାଫ୍ଟ ଏସ୍‌ଓପିକୁ ନେଇ ବିଏମ୍‌ସି କର୍ପୋରେସନ ବୈଠକରେ…

ଭୁବନେଶ୍ୱର (କେନ୍ୟୁଜ): ଗୃହ ପାଳିତ ପଶୁପକ୍ଷୀଙ୍କ ପାଇଁ ଆସିବ ସ୍ୱତନ୍ତ୍ର ପେଟ ଡଗ୍ ଆକ୍ଟ। ଡ୍ରାଫ୍ଟ ଏସ୍‌ଓପିକୁ ନେଇ ବିଏମ୍‌ସି କର୍ପୋରେସନ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକରେ ଗାଇଡଲାଇନ୍‌ ନେଇ ବିସ୍ତୃତ ରୂପେ ଆଲୋଚନା କରାଯାଇଛି। ଭୁବନେଶ୍ବରରେ କୁକୁର ଆକ୍ରମଣ ମାମଲା ସାମ୍ନାକୁ…

ଏଥର ପୋଷା କୁକୁର ବେକରେ ଝୁଲିବ ମାଲିକଙ୍କ ନାଁ, ଲାଗିବ ମାଇକ୍ରୋ ଚିପ୍‌

ଭୁବନେଶ୍ୱର(କେନ୍ୟୁଜ୍):ପୋଷା କୁକୁର ବେକରେ ଝୁଲିବ ମାଲିକଙ୍କ ନାଁ। ଲାଗିବ ମାଇକ୍ରୋ ଚିପ୍‌। ଯଦି କୁକର କାହାକୁ ଆକ୍ରମଣ କରେ ତେବେ ମାଲିକ ତଣ୍ଡ ଗଣିବେ। ଆବଶ୍ୟକ ପଡିଲେ ପଞ୍ଜୀକରଣ ବାତିଲ କରାଯିବ। କୁକୁର ରଖିବା ପୂର୍ବରୁ BMCରେ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଛି। ଏହି ନିୟମକୁ ଖିଲାପ…

ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍‌ ଠାରେ BMC ପକ୍ଷରୁ ସଫେଇ, ଆଗାମୀ ମୌସୁମୀ ପୂର୍ବରୁ ସଜଡାଯିବ ସବୁ ଡ୍ରେନେଜ୍‌…

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍‌ ଠାରେ BMC ପକ୍ଷରୁ ସଫେଇ କାର୍ଯ୍ୟକ୍ରମ କରାଯାଇଛି । ଭୁବନେଶ୍ୱରର କୋଣ ଅନୁକୋଣ, ବସ୍ତି ଅଞ୍ଚଳ ସବୁଠି ବିଏମସିର ସଫେଇ ଅଭିଯାନ ଚାଲିଛି । ଆସନ୍ତା ମାସେ ପର୍ଯ୍ୟନ୍ତ ସଫେଇ ଅଭିଯାନ ଚାଲିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ମେୟର…

BMC ଓ ସୂତ୍ର ଏଜେନ୍ସିର ଚୁକ୍ତିନାମା ସ୍ୱାକ୍ଷର: ଭୁବନେଶ୍ୱରରେ ଜାଗା ମିଶନ ଅଧିନରେ ବସ୍ତିଗୁଡ଼ିକର ହେବ ସର୍ଭେକ୍ଷଣ

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱରରେ ଜାଗା ମିଶନ ଅଧିନରେ ବସ୍ତିଗୁଡ଼ିକର ସର୍ଭେକ୍ଷଣ ହେବ । ଏଥିପାଇଁ ବିଏମସି ଓ ସୂତ୍ର ଏଜେନ୍ସି ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷର ହୋଇଛି । ଭୁବନେଶ୍ୱରରେ ମୋଟ ୪୩୬ଟି ବସ୍ତି ରହିଛି । ଖୁବ ଶୀଘ୍ର ଆରମ୍ଭ ହେବ କାମ । ବିଏମସିର ଗାଇଡ଼ଲାଇନ ଅନୁଯାୟୀ…

ପରିବା ବ୍ୟବସାୟୀଙ୍କୁ ବିଏମସି କମିଶନରଙ୍କ କଡା ଚେତାବନୀ, ରାସ୍ତା ଉପରେ ଅଳିଆ ପକାଇଲେ ଗଣିବେ ୫ହଜାର ଫାଇନ୍‌

ଭୁବନେଶ୍ୱର(କେନ୍ୟୁଜ୍): ରାସ୍ତା ଉପରେ ଅଳିଆ ପକାଇଲେ ଗଣିବେ ଫାଇନ୍‌ । ପଚା ପରିବା କିମ୍ବା ଅନ୍ୟାନ୍ୟ ବର୍ଯ୍ୟବସ୍ତୁ ରାସ୍ତାକୁ ଫିଙ୍ଗିଲେ ଗଣିବେ ୫ହଜାର ଟଙ୍କା । ପରିବା ବ୍ୟବସାୟୀଙ୍କୁ ବିଏମସି କମିଶନରଙ୍କ କଡା ଚେତାବନୀ । ପରିବା ହାଟରୁ ଆଉ ଅଳିଆ ଆବର୍ଜନା ଉଠେଇବନି ବିଏମସି ।…

ଦୋକାନ ଆଗରେ ପାର୍କିଂ ନାହିଁ ତ କେବଳ ପାର୍ସଲ ଦେଇ ପାରିବେ ଫୁଟପାଥ୍ ଓ ଡ୍ରେନ ଉପରେ ଥିବା ଖାଦ୍ୟ ଦୋକାନୀ

ଭୁବନେଶ୍ୱର (କେନ୍ୟୁଜ): ବୋଧହୁଏ ଯଦି ଦେଖାଯିବ ରାଜଧାନୀ ଭୁବନେଶ୍ୱରରେ ସବୁଠାରୁ ଅଧିକ ଉଠା ଦୋକାନୀ ରହିଥିବେ । ଗଳିକନ୍ଦିରେ ଯେଉଁଠି ଦେଖିବ ସେଠି ରାସ୍ତାକଡ଼ରେ ଫାଷ୍ଟଫୁଡ୍‌ ଅବା ଚଟପଟି ଖାଦ୍ୟ ପସରା ମେଲିଛି । ଆଉ ସନ୍ଧ୍ୟା ହେଲେ ଏସବୁ ଦୋକାନ ଆଗରେ ଖାଦ୍ୟ ସୌଖିନ ଲୋକଙ୍କ ଭିଡ଼ ଲାଗିଯାଏ ।…

ପୁରୁଣା ଭୁବନେଶ୍ୱର ସ୍ଥିତ ମହାନଗର ନିଗମ ଚିକିତ୍ସାଳୟରେ ଉପଲବ୍ଧ ହେବ କର୍କଟ ରୋଗ ସମ୍ପର୍କିତ ଡାକ୍ତରୀ ପରାମର୍ଶ,…

 ଭୁବନେଶ୍ୱର(କେନ୍ୟୁଜ୍): ପୁରୁଣା ଭୁବନେଶ୍ୱର ସ୍ଥିତ ମହାନଗର ନିଗମ ଚିକିତ୍ସାଳୟରେ ଉପଲବ୍ଧ ହେବ କର୍କଟ ରୋଗ ସମ୍ପର୍କିତ ଡାକ୍ତରୀ ପରାମର୍ଶ। ପ୍ରତ୍ୟେକ ସପ୍ତାହର ମଙ୍ଗଳବାର ଗୋଟିଏ ଦିନ ମିଳିବ ଏହି ସେବା। ବିଏମସି ଓ HCG ପଣ୍ଡା କ୍ୟାନସର ହସ୍ପିଟାଲ ମିଳିତ ସହାୟତାରେ ଏହି ସେବା ଉପଲବ୍ଧ…

ସବୁ ଘରେ ଲାଗିବ ତ୍ରିରଙ୍ଗା, ୫୦ ଲକ୍ଷ ତ୍ରିରଙ୍ଗା ବାଣ୍ଟିବାକୁ ବିଏମ୍‌ସିର ଯୋଜନା;ଖର୍ଚ୍ଚ ହେବ ୭ କୋଟି

ଏବେ ସାରା ଦେଶରେ ପାଳିତ ହେଉଛି ସ୍ୱାଧୀନତାର ଅମୃତ ମହୋତ୍ସବ। ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାର ଏହି ଅମୃତ ମହୋତ୍ସବ ପାଳନ କରିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ଏ ଅବସରରେ ପ୍ରତିଟି ଘରେ ତ୍ରିରଙ୍ଗା ପତାକା ଲଗାଇବାକୁ କୁହାଯାଇଛି। ମୁମ୍ବାଇରେ ମଧ୍ୟ ବିଏମ୍‌ସି…

ବିଏମ୍‌ସିର ନୂଆ ଯୋଜନା: ଏବେ ଭୁବନେଶ୍ୱରରେ ହେବ ରାତ୍ରି ସଫେଇ, ଘରକୁ ଘର ବୁଲି ଅଳିଆ ସଂଗ୍ରହ କରିବେ କର୍ମୀ

ଭୁବନେଶ୍ୱର (କେନ୍ୟୁଜ): ଏବେ ଭୁବନେଶ୍ୱରରେ ହେବ ନାଇଟ୍ ସ୍ୱପିଂ ବା ରାତ୍ରି ସଫେଇ । ଘରକୁ ଘର ବୁଲି ଅଳିଆ ସଂଗ୍ରହ କରିବେ ସଫେଇ କର୍ମୀ । ପ୍ରତିଦିନ ରାତିରେ ସଫା ହେବ ସହରର ଗଳିକନ୍ଦି। ସଂଧ୍ୟା ୭ଟାରୁ ରାତି ୧ଟା ଯାଏ ସହରର ଗଳି କନ୍ଦିରୁ ନେଇ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ସଫେଇ ଚାଲିବ । ଏହି…

ସ୍ବଚ୍ଛତା ପାଇଁ ରାସ୍ତାକଡ଼ ଏବଂ ସର୍ବସାଧାରଣ ସ୍ଥାନରୁ ହଟିବ ଜବର ଦଖଲ: ବିଏମ୍‌ସି

ଭୁବନେଶ୍ୱର (କେନ୍ୟୁଜ): ରାସ୍ତା ଏବଂ ରାସ୍ତକଡ଼ ସଫେଇକୁ ଗୁରୁତ୍ୱ ଦେଇଛି ବିଏମ୍‌ସି। ସ୍ବଚ୍ଛ ଭୁବନେଶ୍ୱର ଅଭିଯାନକୁ ସାକାର କରିବାରେ ଅନେକ ପ୍ରକାରର ପଦକ୍ଷେପ ନିଆଯାଉଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ରାସ୍ତାକଡ଼ର ପରିତ୍ୟକ୍ତ ଏବଂ ପୂରାତନ ଗାଡ଼ି, କ୍ୟାବିନ୍‌…