ଟେଷ୍ଟିଂ ସମୟରେ ପୁଣି ଥରେ ଦେଖାଗଲା BMWର ଏହି ଷ୍ଟାଇଲିସ୍ ବାଇକ୍, ଜାଣନ୍ତୁ ସମ୍ପୂର୍ଣ୍ଣ ଡିଟେଲ୍ସ
BMW Motorrad ର ସବୁଠାରୁ ବେଷ୍ଟ ବାଇକ୍ BMW F 450 GS ପୁଣି ଥରେ ଟେଷ୍ଟଂ ଟାଇମରେ ଦେଖାଯାଇଛି । ଖାସ୍ କଥା ହେଉଛି ଏଥର ବାଇକ୍ର ଲୁକ୍ ପୂର୍ବ ଅପେକ୍ଷା ବହୁତ ଅଧିକ ଫିନିସ୍ ହୋଇଥିବା ଦେଖାଯାଉଛି । ନୂଆ ସ୍ପାଏ ଚିତ୍ରରେ ଦେଖାଯାଉଥିବା ପରି, ଏହି ଆଡଭେଞ୍ଚର-ଟୁରର ବାଇକ୍ରେ ଏବେ ଫୁଲ୍…