BMW ‘ମେଡ୍ ଇନ୍ ଇଣ୍ଡିଆ’ କାରର ରେଞ୍ଜ କେତେ? ଜାଣନ୍ତୁ ଏହାର ସ୍ଵତନ୍ତ୍ରତା
BMW iX1 LWB କୁ BMW ଦ୍ବାରା ଭାରତ ମୋବିଲିଟି ଗ୍ଲୋବାଲ୍ ଏକ୍ସପୋ ୨୦୨୫ ରେ ଲଞ୍ଚ କରାଯାଇଥିଲା । ଖାସ୍ କଥା ହେଉଛି ଯେ ଏହି BMW କାରକୁ ଭାରତରେ ହିଁ ଏକତ୍ରିତ କରାଯାଇଛି, ଯାହାର ଏକ୍ସ-ସୋରୁମ୍ ପ୍ରାଇସ୍ ୪୯ ଲକ୍ଷ ଟଙ୍କା ରଖାଯାଇଛି । ଏହା ଏକ ଇଲେକ୍ଟ୍ରିକ୍ କାର, ଯାହାର ପ୍ରଡକ୍ସନ୍…