Browsing Tag

boat capsizes in jamuna river

Boat Capasized: ସେନା ଅଭ୍ୟାସବେଳେ ବଡ଼ ଅଘଟଣ, ଯବାନ ନିଖୋଜ ହୋଇଯାଇଥିବା ଆଶଙ୍କା

ହରିୟାଣା: ହରିୟାଣା-ହିମାଚଳ ସୀମାର ହଥନିକୁଣ୍ଡ ବ୍ୟାରେଜ ଅଞ୍ଚଳରେ ଏକ ସେନା ଅଭ୍ୟାସ ସମୟରେ ଯମୁନା ନଦୀରେ ଏକ ବଡ଼ ଦୁର୍ଘଟଣା ଘଟିଛି । ​​ ବନ୍ୟା ଉଦ୍ଧାର ଅଭ୍ୟାସ ବେଳେ ଯମୁନା ନଦୀର ପ୍ରବଳ ସ୍ରୋତରେ ସେନାର ଏକ ମୋଟରବୋଟ୍ ବୁଡ଼ି ଯାଇଥିବା ସୂଚନା ମିଳିଛି । ଯେଉଁଥିରେ ଜଣେ କିମ୍ବା ଦୁଇଜଣ…

ଉତ୍ତର ପ୍ରଦେଶ ଯମୁନା ନଦୀରେ ବୁଡ଼ିଲା ଡଙ୍ଗା, ୩ ମୃତ, ୧୫ ନିଖୋଜ

ବଣ୍ଡା (ୟୁପି) : ଉତ୍ତର ପ୍ରଦେଶ ଯମୁନା ନଦୀରେ ଘଟିଛି ଅଘଟଣ । ଡଙ୍ଗାବୁଡ଼ି ୩ ଜଣଙ୍କ ମୃତ୍ୟୁ ଘଟିଛି । ଏବେ ୧୪-୧୫ ଜଣ ନିଖୋଜ ଅଛନ୍ତି। ୨୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଏନଡିଆରଏଫ୍ ଓ ଏସଡିଆରଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ରାତି ତମାମ ଉଦ୍ଧାର କାର୍ଯ୍ୟ ଚାଲିବ। ନଦୀ…