ଡ଼ଙ୍ଗାବୁଡିରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ନେଇ ଜନସ୍ୱାର୍ଥ ମାମଲା, ସତ୍ୟପାଠ ଦାଖଲ କରିବେ ସରକାର
ରାଜ୍ୟର ବିଭିନ୍ନ ନଦୀ ଓ ଜଳଭଣ୍ଡାରରେ ଡଙ୍ଗା ଦୁର୍ଘଟଣାକୁ ନେଇ ଆଗତ ମାମଲାର ହାଇକୋର୍ଟରେ ଶୁଣାଣି । ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିବାକୁ ଦୁଇ ସପ୍ତାହ ସମୟ ନେଇଛନ୍ତି। ଡ଼ଙ୍ଗା ବୁଡି ଘଟଣାରେ କେତେ ଟଙ୍କାର କ୍ଷତିପୂରଣ ଦିଆଯାଉଛି, ସେ ନେଇ ସତ୍ୟପାଠ ଦାଖଲ…