Browsing Tag

boat fire case

ବିଳମ୍ବିତ ରାତିରେ ଡଙ୍ଗାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ

ଖୋର୍ଦ୍ଧା(କେ ନ୍ୟୁଜ): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଜରିପଡ଼ା ପଞ୍ଚାୟତ ଜଗନ୍ନାଥପୁର ସ୍ଥିତ ଚିଲିକା ଜେଟିକୁଳରେ ଘଟିଯାଇଛି ଏକ ଅଘଟଣ । ବିଳମ୍ବିତ ରାତିରେ କେହିଜଣେ ଦୁବୃତ୍ତ ଡ଼ଙ୍ଗାରେ ନିଆଁ ଲଗାଇ ଫେରାର ହୋଇଯାଇଛନ୍ତି । ଡ଼ଙ୍ଗାରେ ଥିବା ସମସ୍ତ ମାଛଧରା ଉପକରଣ ପୋଡି ପାଉଁଶ…