Sabuthi Sabubele Hata Muthare Khabar
Browsing Tag

boat life

ରାଉରକେଲା : ଡଙ୍ଗାରେ ଭବିଷ୍ୟତ, ଜୀବନକୁ ବାଜି ଲଗାଇ ନଦୀ ପାର ହେଉଛନ୍ତି କୁନି କୁନି ପିଲା

ରାଉରକେଲା (କେନ୍ୟୁଜ୍) : ଡଙ୍ଗାରେ ଭବିଷ୍ୟତ । ଜୀବନକୁ ବାଜି ଲଗାଇ କୁନି କୁନି ପିଲା ନଦୀ ପାର ହୋଇ ପାଠ ପଢିବାକୁ ଯାଉଛନ୍ତି । ମାତ୍ର ୫ଶହ ମିଟର ନଦୀ ପାର ହେବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ଆଉ ସମୟ ଗଡିଗଲେ ଡଙ୍ଗା ବନ୍ଦ ହୋଇଯାଏ । ନଦୀ ପାର ହେବାକୁ ମାତ୍ର ଗୋଟିଏ…