ଲୋହିତ ସାଗରରେ ବୁଡ଼ିଗଲା ପର୍ଯ୍ୟଟନ ଡଙ୍ଗା, ୧୬ ଯାତ୍ରୀ ନିଖୋଜ, ୨୮ ଉଦ୍ଧାର
ଲୋହିତ ସାଗରରେ ବୁଡ଼ିଗଲା ଏକ ଯାତ୍ରୀବାହୀ ପର୍ଯ୍ୟଟନ ଡଙ୍ଗା । ଏହି ଦୁର୍ଘଟଣାରେ ପ୍ରାୟ ୧୬ ଜଣ ଯାତ୍ରୀ ନିଖୋଜ ଥିବା ଇଜିପ୍ଟର ଅଧିକାରୀମାନେ ସୂଚନା ଦେଇଛନ୍ତି । ଗଭର୍ଣ୍ଣର ଅମ୍ର ହନାଫି କହିଛନ୍ତି ଯେ ଉଦ୍ଧାର କର୍ମଚାରୀମାନେ ଉପକୂଳବର୍ତ୍ତୀ ସହର ମାର୍ସା ଆଲାମର ଦକ୍ଷିଣରେ ଡଙ୍ଗାରୁ ୨୮…