Odisha News
Browsing Tag

boat

ରାଜନଗର: କୁହୁଡ଼ି ଯୋଗୁଁ ମଝି ସମୁଦ୍ରରେ ଅଟକିଛି ଲଞ୍ଚ୍‌, ଫସି ରହିଛନ୍ତି ୨୫ରୁ ଅଧିକ ଯାତ୍ରୀ

ରାଜନଗର: ମଝି ସମୁଦ୍ରରେ ଅଟକିଛି ଲଞ୍ଚ୍‌ । ଫସି ରହିଛନ୍ତି ୨୫ରୁ ଅଧିକ ଯାତ୍ରୀ । ସେମାନଙ୍କ ସହ ଯୋଗାଯୋଗ କରିବାକୁ ଜାରି ରହିଛି ଉଦ୍ୟମ । ରାଜନଗରର ତାଳଚୁଆ ଫେରିଘାଟରୁ ସକାଳ ୬ଟା ୧୫ରେ ସରକାରୀ ଲଞ୍ଚ ଏମ୍‌ଏଲ୍‌ ଗଙ୍ଗା ଚାନ୍ଦବାଲି ଯାଉଥିଲା । ତେବେ କୁହୁଡ଼ି ଯୋଗୁଁ ଏହା ସମୁଦ୍ରରେ ଫସି…

ୟେମେନରେ ବନ୍ଦୀ ଥିଲେ ବର୍ଷେ କଏଦ ଥିଲେ ୯ ଭାରତୀୟ ମତ୍ସ୍ୟଜୀବୀ, ମାଲିକଙ୍କ ଡଙ୍ଗା ଚୋରାଇ ୧୦ ଦିନରେ ପହଞ୍ଚିଲେ ଭାରତ

ନିଜ ଲୋକଙ୍କ ପାଖରେ ପହଞ୍ଚିବାର ଖୁସି କେତେ ଯେ ଥାଏ, ତାହା କୋଚ୍ଚି ତଟରେ ପହଞ୍ଚିଥିବା ୯ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଦେଖିଲା ପରେ ଜଣାପଡ଼ିଛି। କୋଚ୍ଚି ତଟରେ ବସିଥିବା ମତ୍ସ୍ୟଜୀବୀଙ୍କ ଆଖିରୁ ବୋହୁଥିବା ଲୁହ ତାଙ୍କ ଯନ୍ତ୍ରଣା ଏବଂ ଖୁସି, ଦୁଇଟିକୁ ପରିପ୍ରକାଶ କରୁଥିଲା। ଏହି…

ଭଦ୍ରକ: ମାଛମାରି ଫେରୁଥିବା ବେଳେ କାଳିଭଞ୍ଜଡିଆରେ ବୁଡ଼ିଲା ବୋଟ୍‌, ଜିଲ୍ଲାପ୍ରଶାସନ ଓ ଓଡ୍ରାଫ୍‌ ଟିମ୍ କଲା ଉଦ୍ଧାର

ଭଦ୍ରକ(କେନ୍ୟୁଜ୍): ଧାମରାରେ ବୁଡିଲା ବୋଟ୍‌ । ବାତ୍ୟା ବୁଲ୍‌ବୁଲ୍‌ ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ଯୋଗୁ ମାଛମାରି ଫେରୁଥିବା ସମୟରେ ସମୁଦ୍ର ଭିତରେ କାଳୀଭଞ୍ଜଡିଆ ଦୀପପୁଞ୍ଜରେ ବୋଟ୍‌ ଓଲଟି ପଡ଼ିବା ସହ ୮ ଜଣ ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟରେ ଫସିଯାଇଥିଲେ । ଜିଲ୍ଲାପ୍ରଶାସନ ଓ ଓଡ୍ରାଫ୍‌…

ନାଏଗ୍ରା ଜଳପ୍ରପାତରେ ଭାସିଗଲା ଚଟାଣ, ଦୀର୍ଘ ୧୦୧ ବର୍ଷ ପରେ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟ କରିଦେଲା ଭଳି ସତ୍ୟ

ସମସ୍ତଙ୍କୁ ଜଳପ୍ରପାତ ଦେଖିବାକୁ କିମ୍ବା ସେଠାରେ ଯାଇ ଗାଧୋବାର ମଜା ନେବା ପାଇଁ ପ୍ରାୟ ସମସ୍ତେ ମନ ବଳାଇଥାନ୍ତି। ଆପଣ ନିଶ୍ଚିତ ଭାବେ ନାଏଗ୍ରା ଜଳପ୍ରାପତ ବିଷୟରେ ଶୁଣିଥିବେ କିମ୍ବା କିଏ ଦେଖିଥିବେ। ଯାହା ଆମେରିକା ଏବଂ କାନାଡା ସୀମାରେ ରହିଛି। ସେଣ୍ଟ ଲରେନ୍ସ ନଦୀରେ ସ୍ଥିତି ଏହି…

ଭାରତୀୟ ତଟରକ୍ଷୀ ବାହିନୀର ଯବାନଙ୍କ କଳାକୌଶଳ : ଶତ୍ରୁକୁ ସାମ୍ନା କରିବାକୁ ଦେଖାଉଛନ୍ତି ଜଲଓ୍ବା

ପାରାଦୀପ(କେନ୍ୟୁଜ୍) :ସମୁଦ୍ରରେ ଯୁଦ୍ଧର କଳା କୌଶଳ ଦେଖାଇଲେ ପାରାଦୀପର ଭାରତୀୟ ତଟରକ୍ଷୀ ବାହିନୀର ଯବାନ୍। ସାମିଲ ହେଲେ ୬ଟି ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ଓ ଡୋନିୟର୍ ବିମାନ। ସମୁଦ୍ର ଜଳପଥରେ ଭାରତୀୟ ତଟରକ୍ଷୀ ବାହିନୀ କେତେ ସଜାଗ୍ ଓ ମଜବୁତ୍ ତାହାର ଝଲକ ସାଧାରଣ ଜନତା ଦେଖିବାକୁ…

କେନ୍ଦ୍ରାପଡ଼ା : ଡ଼ଙ୍ଗା ବୁଡ଼ି ୮ ନିଖୋଜ୍ ଏବଂ ଜଣେ ମୃତ

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ବତୀଘର ନିକଟ ନେପାଣିଆରେ ବୁଡ଼ିଲା ଡଙ୍ଗା । ଡଙ୍ଗା ବୁଡ଼ି ଜଣଙ୍କର ମୃତ୍ୟୁ ଆଶଙ୍କା, ଅନ୍ୟ ୮ ଜଣ ନିଖୋଜ । ପାରାଦୀପରୁ ହୁକିଟୋଲା ପିକନିକ୍ କରି ଫେରୁଥିଲା ଡଙ୍ଗା । ଏହି ଡଙ୍ଗାରେ ୩୫ରୁ ଅଧିକ ଯାତ୍ରୀ ଥିଲେ । ତେବେ ବତୀଘର ନିକଟ ସମୁଦ୍ରରେ ଡଙ୍ଗା…

ସରକାରୀ ରିଲିଫ୍‌ ବୋଟରେ ଅଗ୍ନିକାଣ୍ଡ, ୩୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

କେନ୍ଦ୍ରାପଡ଼ା : ମାର୍ଶାଘାଇ ଥାନା ଲୁଣାନଦୀ ଶାଖା ଜୋରରେ ଥିବା ସରକାରୀ ରିଲିଫ୍‌ ବୋଟରେ ଅଗ୍ନିକାଣ୍ଡ । ବୋଟଟି ସମ୍ପୂର୍ଣ୍ଣ ଜଳିଯାଇଛି । ଏଥିରେ ଥିବା ୩୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ବନ୍ୟା ସମୟରେ ସରକାରଙ୍କ ପକ୍ଷରୁ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା…

ମାଲକାନଗିରି : ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଡଙ୍ଗା ବୁଡ଼ି ଘଟଣା : ୪ ମୃତ ଦେହ ଉଦ୍ଧାର

ମାଲକାନଗିରି (କେନ୍ୟୁଜ୍) : ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଡଙ୍ଗା ବୁଡ଼ି ଘଟଣାରେ ୪ ଜଣଙ୍କ ମୃତ ଦେହ ଉଦ୍ଧାର । ନିଖୋଜ ଥିବା ୪ ଜଣଙ୍କ ମୃତ ଦେହ ଆଜି ନାଳ ଭିତରୁ ଉଦ୍ଧାର କରାଯାଇଛି । ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା ଓ ଜଣେ ଶିଶୁ ଅଛନ୍ତି । ଗତକାଲି ଚାଷ କାମ ପାଇଁ ଡଙ୍ଗାରେ ୭ ଜଣ ଯାଉଥିବା…

ମଝି ସମୁଦ୍ରରେ ବୁଡ଼ିଲା ମାଛ ଧରା ଡଙ୍ଗା : ୭ ମତ୍ସ୍ୟଜୀବୀ ଉଦ୍ଧାର ,ଜଣେ ନିଖୋଜ

ଭଦ୍ରକ : ଡଙ୍ଗା ବୁଡ଼ି ଯିବାରୁ ୮ ଜଣ ମତ୍ସ୍ୟଜୀବୀ ନିଖୋଜ ହୋଇ ଯାଇଥିଲେ। ଭଦ୍ରକ ଜିଲ୍ଲା ଧାମରା ହ୍ଵିଲର ଦ୍ୱୀପ ନିକଟରେ ଏହି ଅଘଟଣ ଘଟିଛି। ତେବେ ୭ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଜଣେ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି । ଧାମରା ମେରାଇନ ପୋଲିସ ପକ୍ଷରୁ ଉଦ୍ଧାର କାର୍ୟ୍ୟ ଜାରି…

ଆସିଲା ଚିଲିକା ଡଙ୍ଗାବୁଡ଼ି ଘଟଣାର ରିପୋର୍ଟ: ଅଧିକ ପବନ ଯୋଗୁଁ ଭାରସାମ୍ୟ ହରାଇ ବୁଡିଥିଲା

ଖୋର୍ଦ୍ଧା : ଆସିଲା ଚିଲିକା ଡଙ୍ଗାବୁଡ଼ି ଘଟଣାର ରିପୋର୍ଟ । ଅଧିକ ପବନ ଯୋଗୁ ଡଙ୍ଗାଟି ବୁଡି ଯାଇଥିଲା । ଡଙ୍ଗା ମାଲିକଙ୍କୁ ୨୦ଟି ଲାଇଫ ଜାକେଟ୍‌ ଦିଆଯାଇଥିଲେ ମଧ୍ୟ ସେ ବ୍ୟବହାର କରିନଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଜୋରରେ ବହିଥିଲା ପବନ । ନିୟନ୍ତ୍ରଣ ହରାଇଥିଲା ଡଙ୍ଗା ଚାଳକ ।…