ମିଳିଲା ଡଙ୍ଗା ଚାଳକଙ୍କ ମୃତଦେହ, ପର୍ଯ୍ୟଟକଙ୍କୁ ବୁଲାଇବା ବେଳେ ଡଙ୍ଗାରୁ ଖସିପଡିଥିଲେ
ବ୍ରହ୍ମଗିରି (କେନ୍ୟୁଜ); ମିଳିଲା ଡଙ୍ଗା ଚାଳକଙ୍କ ମୃତଦେହ । ଚିଲିକାରେ ଡଙ୍ଗାରୁ ଖସିପଡି ନିଖୋଜ ହୋଇଥିଲେ ଡଙ୍ଗା ଚାଳକ ବିକ୍ରମ ଜାଲି । ଭାସୁଥିବା ଅବସ୍ଥାରେ ଠାବ ହୋଇଛି ମୃତଦେହ ।
ଗତକାଲି ଠାରୁ ଟ୍ୟୁରିଷ୍ଟ ବୋଟ ନେଇ ଚିଲିକାରେ ୫ ଜଣଙ୍କୁ ବୁଲିବା ପାଇଁ ଯାଇଥିଲେ । ଘଟଣା ସ୍ଥଳରେ…