Browsing Tag

Body of woman recovered

ବନ୍ଦ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର, ଯୌତୁକ ପାଇଁ ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକ

ଚୌଦ୍ବାର: ବନ୍ଦ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକ । ଚୌଦ୍ବାର ଜରିପଡ଼ା ପଞ୍ଚାୟତ ସାମନ୍ତରାପୁର ଗାଁରେ ମହିଳାଙ୍କ ସନ୍ଦେହଜନ ମୃତ୍ୟୁ ହୋଇଛି । ମୃତକ ଯାଜପୁର ଜିଲ୍ଲା ରଙ୍ଗିଦାସପୁର ଗାଁର ରଞ୍ଜୁଳତା ପ୍ରଧାନଙ୍କ ଝିଅ ସୀତୁ ପ୍ରଧାନ। ଗତ ଦେଢ ବର୍ଷ ତଳେ…