Browsing Tag

Body of young businessman

ବ୍ରିଜ୍ ତଳେ ପଡ଼ିଛି ଯୁବ ବ୍ୟବସାୟୀଙ୍କ ମୃତଦେହ, କାରଣ ଅସ୍ପଷ୍ଟ

ବଲାଙ୍ଗିର: ବ୍ୟବସାୟୀଙ୍କୁ ମାରି ଫିଙ୍ଗିଦେଲେ । ବଲାଙ୍ଗିର ତୁଷୁରା ତେଲନଦୀ ବ୍ରିଜ୍ ତଳେ ପଡ଼ିଛି ଯୁବ ବ୍ୟବସାୟୀଙ୍କ ମୃତଦେହ । ମୃତକ ଦେଓଲଗୁଡିର ନଟରାଜ ଥାନପତି । ଗତକାଲି ବିଳମ୍ବିତ ରାତିରେ ତୁଷୁରା ପୋଲିସ ପାଟ୍ରୋଲିଂ କରୁଥିବାବେଳେ ପୋଲ ଉପରେ ଏକ ବାଇକ ଥୁଆହୋଇଥିବା ଦେଖିଥିଲେ । ପରେ…