ଯୁବକଙ୍କ ମୃତ୍ୟୁ ପରେ ୧୨ ଘଣ୍ଟା ହେଲା ପଡିରହିଛି ମୃତଦେହ, କ୍ଷତିପୂରଣ ଦାବିରେ ରାସ୍ତାରୋକ
ରେଢାଖୋଲ: ୧୨ ଘଣ୍ଟା ପରେ ବି ଉଠୁନି ମୃତଦେହ । କ୍ଷତିପୂରଣ ଦାବି କରି ଶବ ଉଠାଇଦେଉନାହାଁନ୍ତି ପରିବାରଲୋକ । ରେଢାଖୋଲ NAC ୱାର୍ଡ-୬ ଚାଟୁଣୀ ଗାଁର ଜଣେ ଯୁବକଙ୍କ ମୃତ୍ୟୁ ପରେ ପଡିରହିଛି ମୃତଦେହ । ଗତକାଲି ଧାନ କଟା ମେସିନରେ କଟି ଯୁବକଙ୍କ ମୃତ୍ୟୁ ହୋଇଥିଲା । ଏହାପରେ କ୍ଷତିପୂରଣ ଦାବିର…