Browsing Tag

Body of youth found

ଝାରପଡ଼ା ରେଳ ଓଭରବ୍ରିଜ୍ ତଳୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୧ ସପ୍ତାହ ମଧ୍ୟରେ ଏହା ତୃତୀୟ ଘଟଣା

ଭୁବନେଶ୍ୱର:  ଆଜି  ଝାରପଡ଼ା ଅଞ୍ଚଳରେ ରେଳ ଓଭରବ୍ରିଜ୍ ତଳୁ ଜଣେ ଯୁବକଙ୍କ ମୃତଦେହ ମିଳିଛି। ରେଳ କ୍ରସିଂ କିମ୍ବା ରେଳ ଷ୍ଟେସନ ନିକଟରେ ମୃତଦେହ ମିଳିବାର ଏହା ତୃତୀୟ ଘଟଣା । ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।  ସେ ରେଳ ଓଭରବ୍ରିଜ୍ ଉପରୁ ଡେଇଁ ପଡ଼ିଛନ୍ତି ନା କେହି…

କେନାଲ ବନ୍ଧରୁ ଯୁବକଙ୍କ ମୃତଦେହ ଉଦ୍ଧାର, କେହି ହତ୍ୟା କରି ଯୁବକଙ୍କୁ ଫିଙ୍ଗିଦେଇଥିବା ସନ୍ଦେହ

ଭୁବନେଶ୍ବର: କେନାଲ ବନ୍ଧରୁ ଯୁବକଙ୍କ ମୃତଦେହ ଉଦ୍ଧାର ।  ଭୁବନେଶ୍ବର ଦୟା ୱେଷ୍ଟ କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।  ମୃତକ ଜ୍ୟୋତି ରଞ୍ଜନ ବେହେରା ।  କେହି ହତ୍ୟା କରି ଯୁବକଙ୍କୁ ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଯୁବକଙ୍କ ବାଇକ ପଡିଛି ।  ଗତକାଲିଠାରୁ…

ମେଡିକାଲ ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗିର : ମେଡିକାଲ ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର । ବଲାଙ୍ଗିର BBMCH ପରିଷଦରୁ ଉଦ୍ଧାର ହୋଇଛି ଯୁବକଙ୍କ ଝୁଲନ୍ତା ମୃତଦେହ। ହାତରେ ସାଲାଇନ୍ ଲାଗିଥିବାରୁ ରୋଗୀ ହୋଇଥିବା ସନ୍ଦେହ କରାଯାଉଛି।ଯୁବକଙ୍କ ଜଣଙ୍କ ଆତ୍ମହତ୍ୟା କରିଛନ୍ତି, ଅନ୍ୟ କିଛି କାରଣ ଅଛି ତାହା ଜଣାପଡ଼ି ନାହିଁ ।…

ମେଡିକାଲ ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହାତରେ ସାଲାଇନ୍ ଲାଗିଥିବାରୁ ରୋଗୀ ସନ୍ଦେହ

ବଲାଙ୍ଗିର: ମେଡିକାଳ ପରିସରରୁ ଯୁବ ଙ୍କ ମୃତଦେହ ଉଦ୍ଧାର । ବଲାଙ୍ଗିର BBMCH ପରିଷଦରୁ ଉଦ୍ଧାର ହୋଇଛି ଯୁବକଙ୍କ ଝୁଲନ୍ତା ମୃତଦେହ । ଭୀମଭୋଇ ମେଡିକାଳ କଲେଜ ହସ୍ପିଟାଲ ପରିଷରରେ ଯୁବକ ଜୀବନ ହାରିଥିବା ସନ୍ଦେହ କରାଯାଉଛି ।  ଯୁବକଙ୍କ ହାତରେ ସାଲାଇନ ଲାଗିଥିବାରୁ ଡାକ୍ତର ଖାନାକୁ ଆସିଥିବା…