ଜୀବନ ହାରିଲେ ବିଚାରାଧୀନ କଏଦୀ, କାରଣ ଅସ୍ପଷ୍ଟ
କଟକ: ଜୀବନ ହାରିଲେ ବିଚାରାଧୀନ କଏଦୀ । ଚୌଦ୍ବାର ଜେଲ ପରିସରର ଏକ ଆମ୍ବ ଗଛରେ ଗାମୁଛା ଲଗାଇ ଝୁଲି ପଡ଼ିଲେ ବିଚାରାଧୀନ କଏଦୀ । ମୃତ କଏଦ ଜଣକ ହେଲେ କଟକ ଜିଲ୍ଲା ଜରିପଡ଼ା ପଞ୍ଚାୟତ ସାମନ୍ତରାପୁର ଗାଁର ବିଷ୍ଣୁପ୍ରସାଦ ସ୍ବାଇଁ । ହତ୍ୟା ମାମଲାରେ ଆଜୀବନ ସଜା କାଟୁଥିଲେ ବିଷ୍ଣୁ । ସେ ତାଙ୍କ…