ଦଶପଲ୍ଲା ଆଶୀର୍ବାଦ ସମାବେଶରେ ଯୋଗ ଦେଇ ଭୋଟ୍ ଭିକ୍ଷା କଲେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ
ଦଶପଲ୍ଲା (କେନ୍ୟୁଜ୍): ଦଶପଲ୍ଲାରେ ବିଜେଡିର ଆଶୀର୍ବାଦ ସମାବେଶ ଅନୁଷ୍ଠିତ । ଦଶପଲ୍ଲା ଏନଏସିର ତ୍ରିନାଥ ବଜାର ନିକଟରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ଆଶୀର୍ବାଦ ସମାବେଶ ଅନୁଷ୍ଠିତ ହୋଇଛି । ସମାବେଶରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଗଣିଆ ବ୍ଲକ ଅଧ୍ୟକ୍ଷା ଝୁନା ଜେନା, ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ଦଶପଲ୍ଲା NAC ଅଧ୍ୟକ୍ଷା ପୁନମ୍ ପ୍ରିୟଦର୍ଶିନୀଙ୍କ ସମେତ ବିଜେଡିର ବହୁ ନେତା ଓ କର୍ମୀ ଯୋଗ…
Read More...