କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସ କରୁଛି ତଦନ୍ତ
ବଲାଙ୍ଗିର : କୂଅରେ ପଡ଼ିଛି ଯୁବକଙ୍କ ମୃତଦେହ । ହାତରେ ବନ୍ଧା ହୋଇଛି ଦଉଡ଼ି । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ବୁରୋମାଳ ଗାଁର ଚାଷଜମିରେ ଥିବା କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ସୁରେନ୍ଦ୍ର ଭାଟି ।
ତାଙ୍କ ହାତରେ ଦଉଡ଼ି ଏକ ପଥର ବନ୍ଧା ହୋଇଛି । ତାଙ୍କୁ…