Browsing Tag

Bolero truck

ପହିଲି ରଜରେ ଦୁର୍ଘଟଣା: ବୋଲେରୋ-ଟ୍ରକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ; ୭ ଆହତ

ବୌଦ୍ଧ: ବୌଦ୍ଧ ଥାନା ୫୭ ନଂ ଜାତୀୟ ରାଜପଥ ରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।  ଆଜି ସକାଳେ ଖଜୁରୀପଡା ଛକ ନିକଟରେ ବୋଲେରୋ-ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ପୁରୀରୁ ୯ ଜଣ ଯାତ୍ରୀ ଏକ ବୋଲେରୋରେ ବରଗଡ…